ବିଶ୍ୱ ଖୁସି ରାଷ୍ଟ୍ର ତାଲିକା ରେ ୧୪୭ ରାଷ୍ଟ୍ର ର ତାଲିକା ରେ ଭାରତ ର ସ୍ଥାନ ୧୧୬,,,
ଯୁଦ୍ଧ ରତ ଇସ୍ରାଏଲ ଓ ଇରାନ ଲୋକ ଭାରତ ଠାରୁ ଅଧିକ ଖୁସି
ବିଶ୍ୱ ଖୁସି ରାଷ୍ଟ୍ର ତାଲିକା ରେ ଭାରତ ଲଗାତାର ନିରାଶ ଜ ନ କ ପ୍ରଦର୍ଶନ ଜାରି ରଖି ଥିଲା ବେଳେ
ଫିନ୍ଲାଣ୍ଡ ଲଗାତର ଦଶମ ବର୍ଷ ପାଇଁ ବିଶ୍ବର ସବୁଠୁ ଖୁସି ଦେଶ ଭାବେ ନିଜ କୁ ପ୍ରତିଷ୍ଠିତ କରିଛି । ୱାର୍ଲ୍ଡ ହାପିନେସ୍ ରିପୋର୍ଟ ଅନୁଯାୟୀ
ଫିନଲାଣ୍ଡ
ଆଇସଲ୍ୟାଣ୍ଡ
ଡେନମାର୍କ
କୋଷ୍ଟାରିକା
ସ୍ୱିଡେନ୍
ନରୱେ
ନେଦରଲ୍ୟାଣ୍ଡ
ଇସ୍ରାଏଲ
ଲକ୍ସେମବର୍ଗ
ସ୍ୱିଜରଲାଣ୍ଡ
ପ୍ରଥମ୍ ରୁ ଯଥାକ୍ରମେ ଶ୍ରେଷ୍ଠ ଦଶଟି ସ୍ଥାନ ଅଧିକୃତ କରିଥିଲା ବେଳେ
ଯୁଦ୍ଧ ସତ୍ତ୍ୱେ ଇସ୍ରାଏଲ ଖୁସି ରାଷ୍ଟ୍ର ତାଲିକା ରେ ୮ ମ ସ୍ଥାନରେ ରହିଛି । କୋଷ୍ଟାରିକା ୪ ର୍ଥ ସ୍ଥାନରେ ରହି ଥିଲା ବେଳେ ଏହା ୨୦୨୩ରେ ୨୩ ତମ ସ୍ଥାନ ରେ ଥିଲା ।
ଭାରତ ୧୧୬ ତମ ସ୍ଥାନରେ ରହିଥିଲା ବେଳେ ପାକିସ୍ତାନ ଲୋକ ଆମଠାରୁ ଅଧିକ ସୁଖୀ
ଭାବ ରେ ୧୦୪ ଓ ନେପାଳ ୯୯ ତମ ସ୍ଥାନ ରେ ରହିଛି ।
ଭାରତରେ ହାରାହାରି ଜୀବନ କାଳ ୫୮.୨ ବର୍ଷ
ଯୁଦ୍ଧରତ ଇରାନ (୯୭) ତମ ସ୍ଥାନ ରେ ରହି ଭାରତର ଲୋକଙ୍କଠାରୁ ଅଧିକ ଭଲ ସ୍ଥିତିରେ ଅଛନ୍ତି
। ଅକ୍ସପୋର୍ଡ଼ ବିଶ୍ବବିଦ୍ୟାଳୟର ସାମଗ୍ରିକ ଖୁସି ଛଅଟି ପ୍ରମୁଖ ସୂଚକ ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ଥନ, ସୁସ୍ଥ ଜୀବନ କାଳ, ସ୍ୱାଧୀନତା, ଉଦାରତା ଏବଂ ଦୁର୍ନୀତି ପ୍ରତି ଧାରଣାକୁ ଦେଖି ଏହି ସୂଚନାଙ୍କ ବଛା ଯାଇଥାଏ ।
ହାପିନେସ୍ ରିପୋର୍ଟ ଅନୁଯାୟୀ, ଭାରତରେ ହାରାହାରି ଜୀବନ କାଳ ମାତ୍ର ୫୮.୨ ବର୍ଷ ରହିଛି । ଭାରତ ତୁଳନାରେ ଇରାନରେ ହାରାହାରି ଆୟୁକାଳ ୬୪ ବର୍ଷ ଥିବାବେଳେ ଇସ୍ରାଏଲରେ ୭୦.୮ ବର୍ଷ ରହିଛି । ସ୍ବାଧୀନତା ମାପଦଣ୍ଡରେ ଭାରତ ୬୧ ତମ ଓ ଦୁର୍ନୀତିରେ ବିଶ୍ବରେ ୬୪ ତମ ସ୍ଥାନରେ ରହିଛି ।