ବିଭିନ୍ନ ସେବା କାର୍ଯ୍ୟକ୍ରମ ରେ ମୁଖର ହେଲା ମା ରାଧା ଦେବୀ ନ୍ୟାସ ର ଜନ୍ମଦିନ

ମା ରାଧାଦେବି ଦତ୍ତ ନ୍ୟାସ ର ଜନ୍ମ ଦିନ ନ୍ୟାସ ର ଅଧ୍ୟକ୍ଷ ବର୍ଷୀୟାନ ସମାଜସେବୀ ଜୀବ ବିଜ୍ଞାନୀ ପ୍ରଫେସର ଦେବୀ ପ୍ରସାଦ ଦାସ ଙ୍କ ପୌରହିଟ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭାଉଁରିଆ ପଞ୍ଚାୟତ ଅନ୍ତର୍ଗତ ରମକାପୂର୍ ଗ୍ରାମ ରେ ଅବସ୍ଥିତ ନ୍ୟାସ ର କାର୍ଯ୍ୟାଳୟ ରେ
ବୃକ୍ଷ ରୋପଣ ବିଷ୍ଣୁ ସହସ୍ର ନାମ ହରି କୀର୍ତ୍ତନ ମୋତିଆ ବିନ୍ଦୁ ଚିହ୍ନଟ ସହ ଚକ୍ଷୁ ପରୀକ୍ଷା ଓ ସ୍ଥାନୀୟ ଚକ୍ଷୁ ଚିକିତ୍ସାଳୟ ରେ ନିଶୁଳ୍କ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି ଦିନ

ଦାତବ୍ୟ ହୋମିଓ ଓ ଭୌତିକ ଚିକିତ୍ସା ସହ ପ୍ରସାଦ ସେବା
କାର୍ଯ୍ୟକ୍ରମ ହେବ ସହ ମାନସ ମନ୍ଥନ ରେ ଭାରତୀୟ ସେନା ରୁ ସେବା ନିବୃତ୍ତ ଦୁଇ ଅଧିକାରି ତଥା ଫିଯିଓ ଥରପିଷ୍ଟ ମହେନ୍ଦ୍ର ଦାସ ଓ ଭାରତ ଭୁଷଣ ପଟ୍ଟନାୟକ ପ୍ରଫେସର ଡକ୍ଟର ଚନ୍ଦନ ବାରିକ ଡକ୍ଟର ରବୀନ୍ଦ୍ର କୁମାର କର ସାମ୍ବାଦିକ ଉମାକାନ୍ତ ଜେନା ସାମ୍ବାଦିକ ଧନେଶ୍ଵର ସେଠୀ ସହକାରୀ ପ୍ରଫେସର ଡକ୍ଟର ବିବସନ୍ନ ମିଶ୍ର ପ୍ରକୃତି ପ୍ରେମୀ ଗଛ କିଶୋର ପ୍ରମୁଖ ଭାଗ ନେଇ ନାଗରିକ ର ସାମାଜିକ ଉତ୍ତର ଦାୟିତ୍ଵ ଉପରେ ବିଚାର ବିନିମୟ ହୋଇଥିଲା। ଏହି କାର୍ଯ୍ୟକ୍ରମ ମାନବାଧିକାର କର୍ମୀ ଆଇନଜୀବୀ ସତ୍ୟ ନାରାୟନ ଦାସ । ସଂଯୋଜନା କରିଥିଲା ବେଳେ ପରି କହଳନା ରେ ସହଯୋଗ କରିଥିଲେ ଧନଜୟ ଦାସ ପ୍ରତାପ ରାଉତ୍ ସୁଶ୍ରୀ ତନୁ ସୁଶ୍ରୀ ରଞ୍ଜିତା ସୁଶ୍ରୀ ମିନତି । ପଇତମ୍ବର୍ ପଣ୍ଡା ଓ ବାଇନ ରଣା ଙ୍କ ନେ ତୃ ତ ରେ ଭଜନ କାଯକ୍ରମ୍ ରେ ବହୁ କଳାକାର ଭାଗ ନେଇ ଥିଲେ ।

Leave A Reply

Your email address will not be published.