ସରକାରୀ ଡାକ୍ତର ଙ୍କ ଘରୋଇ ଚିକିତ୍ସା ବନ୍ଦ ପାଇଁ ଉଚ୍ଚ ନ୍ୟାୟାଳୟ ରେ ମାମଲା – ଜବାବ ଦାଖଲ ପାଇଁ ସମୟ ନେଲେ ସରକାର

ଧିରେ ଧିରେ ସରକାରୀ ଦ୍ଦକ୍ତର ଙ୍କ ଘରୋଇ ଚିକିତ୍ସା ଆଉ ଲଗାମ ମାନୁ ନଥିଲା ବେଳେ ସଧାରଣ ଏହି ଚିକିତ୍ସା ବନ୍ଦ ପାଇଁ ଦାବି ତୀବ୍ର ହେଲାଣି

ସମାଜସେବୀ ନାରାୟନ ଜେନା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ସରକାରୀ ଡାକ୍ତରଖାନା ରେ କାର୍ଯ୍ୟ କରୁଥିବା ଡାକ୍ତର ଙ୍କ ଘରୋଇ ଚିକିତ୍ସା ବନ୍ଦ ପାଇଁ ଏକ ମାମଲା ବିଚାର ପାଇଁ ଉପସ୍ଥାପିତ କରିଥିଲା ବେଳେ ମାନ୍ୟବର ଉଚ୍ଚ ଅଦାଲତ ଏହି ମା ମ ଲା କୁ ବିଚାର ପାଇଁ ଗ୍ରହଣ କରିବା ସହ ରାଜ୍ୟସରକାର ଙ୍କୁ ଜବାବ ଦାଖଲ ପାଇଁ ଆଦେଶ ଦେଇ ଥିଲା ବେଳେ ରାଜ୍ୟ ସରକାର ଜବାବ୍ ଦାଖଲ ପାଇଁ ସମୟ ନେଇଛନ୍ତି ।

Leave A Reply

Your email address will not be published.