ପାଣିପାଗ ଖବର

ଭାରତୀୟ ଉପମହାଦେଶ ର କିଛି ଭାଗ ଅସହ୍ୟ ଗ୍ରୀଷ୍ମ ରେ ସିଯୁ ଥିଲା ବେଳେ କିଛି ଅଂଶ ରେ ପ୍ରବକ ବୃଷ୍ଟିପାତ ର ସମ୍ଭାବନା ରହିଛି।
ଦିଲ୍ଲୀ ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିହାରରେ ଗ୍ରୀଷ୍ମପ୍ରବାହ ଅତି କମ୍ ରେ ୪ ଦିନ ଯାଏ ଅନୁଭୂତ ହେବାକୁ ଥିଲା ବେଳେ ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଭଳି ଦକ୍ଷିଣାଞ୍ଚଳ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଚଳିତ ମାସ ଲାଗି ଏଭଳି ପୂର୍ବାନୁମାନ କରାଯାଇଛି। ଏହିସବୁ ରାଜ୍ୟମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.

1 + six =