Browsing Category

ସମାଜ ପାଇଁ କାମ

ଭଏସ ଅଫ କମନ୍ସ

ଅନନ୍ୟ ଅବିନାଶ ରାଜ୍ୟରେ ଆୟୁର୍ବେଦ ଡ଼ାକ୍ତରୀ ପରୀକ୍ଷା ରେ ସଫଳତା ର ସହ ଶୀର୍ଷ ସ୍ଥାନ ଅଧିକାର କଲାପରେ ଦିଲ୍ଲୀରେ ଦେଶ ର ସର୍ବଶ୍ରେଷ୍ଠ ମହାବିଦ୍ୟାଳୟ ରେ ଆୟୂର୍ବଦ ଉପରେ ଗବେଷଣା କରି ପୁଣି ନିଜ ମା ମାଟି ମାହାଙ୍ଗା କୁ ଫେରି ପ୍ରାକୃତିକ ଉପାୟ ରେ ରୋଗୀ ମାନଙ୍କ ସେବା

ଭଏସ ଅଫ କମନ୍ସ

ଇନ୍ ଚିତ୍ର ରେ ଚିତ୍ର ରେ ଖବର ରାଧା ଦେବୀ ଦତ୍ତ ମାହାଙ୍ଗା କଟକ ରେ ହୋଇଥିବା ରକ୍ତଦାନ ଶିବିରରେ ??? ?? ????? ????? ??????? ??? ??.?? ମା ଆମର ସାହା..🔺 🔴 🔺 ରକ୍ତ ନୁହେଁ ବରଂ ପ୍ରଥମ କରି ଜୀବନ ଦାନ ର ଇଏ ଏକ

ଭଏସ ଅଫ୍ କମନ୍ସ

ଛବିରେ ଖବର ଓଳେଇଲେ ଓଳାଶୁଣି ଓଳସୁଣି ଯାତ୍ରା ପରେ ସାହା ସାମାଜିକ ସଂଗଠନ ନେତୃତ୍ବରେ ସମାଜସେବୀ ଙ୍କ ଦ୍ଵାରା ସଫେଇ କାର୍ଯକ୍ରମ ଓଳେଇଲେ ଓଳାଶୁଣି..ଆଉ ହେଲା ମାନସ ମନ୍ଥନ..୧୯ ଫେବ୍ରୁଆରୀ ୨୦୨୩ ସାହା ନ୍ୟୁଜ

ଛବିରେ ଖବର ଭୁବନେଶ୍ୱର ର ଶିଶୁପାଳ ଗ ଶ୍ରୀ ଗୋକନେଶ୍ୱର୍ ମନ୍ଦିର ରେ ସାହା ପକ୍ଷରୁ ଆୟେଜିତ୍ ପରିବେଶ ପାଇଁ ଏକ ଅନୁଚିନ୍ତା ବୈଠକ ରେ ଯୋଗ ଦେଲେ ଜାତୀୟ ଜଳ ବିଦ୍ୟୁତ୍ ନିଗମ ର ପୂର୍ବତନ ମୁଖ୍ୟ ପ୍ରଶାସନିକ ଅଧିକାରୀ ସମାଜସେବୀ। ଇ ସହଦେବ ଖ ଟୁ ଆ ଓ

ମାନସିକ ବିକୃତ ଙ୍କ ଭିତରେ ମାଧବ ଙ୍କୁ ଖୋଜୁଥିବା ମଣିଷ -ପ୍ରଫେସର ଡକ୍ଟର ନୀଳମାଧବ ରଥ

ପ୍ରଫେସର ଡାକ୍ତର ନୀଳମାଧବ ରଥ…ପାଗଳ ଙ୍କୁ ପାଗଳ ପରି ଭଲପାଉଥିବା ମଣିଷ ମାନଙ୍କ ଭିତରେ ମାଧବ ସେ…ମାନସିକ ବିକୃତ ଙ୍କ ଭିତରେ ମାଧବ ଙ୍କୁ ପାଉଥିବା ମହନୀୟ ମାନବବାଦ ର ମମତାମୁଖର ମହାନ ବ୍ୟକ୍ତିତ୍ବ..🔺🔻 🔺🔻 🔺🔻

ଭଏସ ଅଫ କମନ୍ସ

??? ??? ?? ??? ?? ଜାନୁଆରୀ, ,୧ -୨୦୨୩ ଶୀତବତୁରା ଶିମିଳିପାଳ ର କିଛି ଦୁର୍ଗମ ପାହାଡୀ ଗାଁରେ କମ୍ବଳ ଟିଏ ଅନୁରାଗ ର ସହ ତୋଳିଦେବା ପାଇଁ ସାହା ର ସଂଯୋଜନା ରେ ଏକ ପ୍ରତିନିଧି ଦଳ ଡିସେମ୍ବର ୨୮ ରେ ପହଞ୍ଚିଥିଲେ ଶିମିଳିପାଳରେ । ଜଂଗଲ

ସଂଗୀତଜ୍ଞ ଶରତ ମହାନ୍ତି ସମ୍ମାନିତ

ମାହାଙ୍ଗା ର ସଙ୍ଗୀତଜ୍ଞ ଶରତ ମହାନ୍ତି ମା ରାଧା ଦେବୀ ଦତ୍ତ ରେ ସମ୍ମାନିତ କରାଗଲା ।ଯୋଗ ଦେଲେ ପୂର୍ବତନ୍ ଅତିରିକ୍ତ ସଚିବ ଓ ଟି ଭି ର ନିର୍ଦ୍ଦେଶକ ଜୟନ୍ତ ଦାସ ନ୍ୟାସ ର ସମାଜସେବୀ ଅଧ୍ୟକ୍ଷ ପ୍ରଫେସର୍ ଦେବୀ ଦାସ ଛତିଆ ଜରାଶ୍ରମ ରେ ସାମାଜିକ

BREAKING NEWS

ଛବିରେ ଭଲ ଖବର ସେନ୍ତୁରିଆଣ ସେଣ୍ଟୁରିଆନ୍ ବିଶ୍ଵ ବିଦ୍ୟାଳୟ ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ସଂଗ୍ରାମ ସ୍ୱାଇଁ ଙ୍କ ନେତ୍ରୁତ ରେ ପାରା ମେଡିକାଲ କଲେଜ ପା ରା ମେଡିକାଲ କଲେଜ ବିଭାଗ ର ଛାତ୍ର ଛାତ୍ରୀ ଛତିଆ ଜରା ଆଶ୍ରମ ରେ ଗୋଟିଏ ଦିନ ର