ପୁରୀ ରେ ବଜ୍ରପାତ ରେ ମହିଳା ମୃତ

ସୋମବାର ପୁରୀ ରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ଯୋଗୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ତେବେ ଛଇତନା ଭୋଇ ସାହିରେ ବଜ୍ରପାତ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ଏହି ବଜ୍ରପାତ ଯୋଗୁ ସମସ୍ତ ୮ ଆହତଙ୍କୁ ଉଦ୍ଧାର କରି ପୁରୀ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

fifteen − two =