Browsing Category

ସାହିତ୍ୟ ଚେତନା

ମନୋଜ ଆହୁଜା ହେଲେ ରାଜ୍ୟ ର ମୁଖ୍ୟ ଶାସନ ସଚିବ

ଲୋକାର୍ପିତ ହେଲା ସ୍ତମ୍ଭକାର ବିବେକା ନନ୍ଦ ଦାସ ଙ୍କ ବ୍ୟଙ୍ଗ ପୁସ୍ତକ ଷଣ୍ଢ ଉବାଚ ବିବେକ ର ବନ୍ଧନୀ ଆଉ ବିନ୍ଦୁ ବଳୟ ଭିତରେ ବନ୍ଧା ତାଙ୍କ ବିପୁଳ ବ୍ୟକ୍ତିତ୍ଵ । ଅଭାବ ଅନାଟନ ର ଅର୍ଗଲି ଭିତରେ ନିଜ ହାତରେ ନିଜେ କାଟି ଦେଇଛନ୍ତି ସିଦ୍ଧାନ୍ତ ଆଉ ଲକ୍ଷ୍ୟ ର ଅସଂଖ୍ୟ ଲକ୍ଷ୍ମଣ ଗାର ।

ନିର୍ବାଚନ ଆସେ ସତ୍ୟନାରାୟଣ ଦାସ କଳା ଟଂକା ମଦମାଂସଅପରାଧୀ ପିଠି ପରେ ବସି,,ନିର୍ବାଚନ ଆସେ ଦେଖଅସୁର ର ଅଟ୍ଟହାସ୍ୟ ହସି ଦେଶ ପାଇଁ ବଳିଦାନକେତେ କେତେ ଚଢ଼ିଥିଲେ ଫାସୀ ,,,ଚାରି ଆଡେ଼ ଭ୍ରଷ୍ଟାଚାରଲହୁ ଝାରେ ଆଜି ଦେଶବାସୀ ,, ସେବା ନାଁ କହି ନେତାଶୋଷଣ ଓ ସାହୁକାରି

ସାହିତ୍ୟ ଚେତନାର ଗୋବିନ୍ଦ ମହାନ୍ତି ଙ୍କ କଣ୍ଠ ରେ ତାଙ୍କ ଗଳ୍ପ ସଡ଼କ https://youtu.be/U4NL-Recsvw?si=gqH5io3aH4WiA_lo

ରଙ୍ଗ ତୂଳୀ ର କଳା ଗ୍ରାମ -ରଘୁରାଜପୁର https://youtu.be/_5UneXQnAj0?si=tLAb1TKxPwAT2zGT ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ଚାରିଧାମ ମଧ୍ୟରୁ ରୁ ଅନ୍ୟତମ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ପୁରୁଷୋତ୍ତମ କ୍ଷେତ୍ର ଭାବେ ପରିଚିତ ବା ଗୋବର୍ଦ୍ଧନ କ୍ଷେତ୍ର ଭାବେ

ନାଟକ ଭିତରେ ଯୁବଶକ୍ତି ର ଏଡ୍ସ ସଚେତନତା ଭୁବନେଶ୍ୱର , ୧୫.୧୧ ଓଡ଼ିଶା ରାଜ୍ୟ ଏଡ୍ସ ସମିତି ଦ୍ଵାରା ଯୁବ ବର୍ଗ ଙ୍କୁ ନେଇ ରାଜ୍ୟ ସ୍ତରୀୟ ନାଟକ ପ୍ରତିଯୋଗିତା ଅଭିନୟ ର ନାଁ ଥିଲା ଅଭିବ୍ୟକ୍ତି ଦି ରେଡ ସୋ । ଏଡ୍ସ ପ୍ରବଣ କିଛି ଜିଲ୍ଲାରୁ ଯୁବକ ଯୁବତୀ ମାନେ ଆସି

କାର୍ତ୍ତିକ ଗଲାପରେ ଠେଲା ପେଲା ଭିଡ଼ ଏଠି ପ୍ରବଳ ରୁ ଆହୁରି ପ୍ରବଳ..କାଲି ଥିଲା ମନ୍ଦିରରେ, ଆଜି ହେବ ଆଇଁଷ ର ଝୋଳ,,,ମାଛ ମାଂସ କିଣିବାକୁ ଆମେ ଝାଲ ନାଲ, ଭୁଲି ଗଲୁ ପଂଚୁକ ର ଭଜନ କୀର୍ତନ,,,,,ହୁ ଲୁ ହୁ ଲି ହରିବୋଲଚିତା ଚଈତନ,,,ଏବେ ଖାଲି ମାଛ ମାଂସ କୁକୁଡା ଠୁ କଙ୍କଡା

ବଦଳିବ ଆଇ ପି ସି /ସି ଆ ର ପି ସି / ଏ ଭି ଡେ ନସ୍ ଏକ୍ଟ ଲୋକସଭା ରେ ବିଲ ଆଗତ

କବିତା ସହର ରେ ଅଛି ଖାଲି ଜହର ସକାକ ତ ଧୁଳି ଧୁଆଁ….. ସଂଜ ଏଠି ମରିଛି…ଦେହଜୀବି ପାଖେ ସବୁ… ରାତି ଯାକ ସରିଛି..ଡାହାଣୀ ଆଲୁଅ ଏଠି…. ଜହ୍ନ ଜମା ଦିଶୁନି..ଖାଲି ପାପ କାହା ମନ ….କାହା ସାଥେ ମିଶୁନି..କିଏ ଜଣେ କାହା ପାଇଁ…ଲୁହ ବୁନ୍ଦେ ଦିଏନାମଦ ଏଠି ଗଦ ହୁଏ