ରାଜଧାନୀ ରାସ୍ତା ରେ ଭ୍ରଷ୍ଟାଚାରି ଯନ୍ତ୍ରୀ କୁ ଧରିଲା ଭିଜିଲାନ୍ସ
ପ୍ରତିଦିନ କେହି ନା କେହି ଭିଜିଲାନ୍ସ ବିଭାଗ ଦ୍ୱାରା ବେଆଇନ୍ ଭାବେ ଅର୍ଥ ଉପାର୍ଜନ କରିଥିବା ଭ୍ରଷ୍ଟାଚାରୀ ଙ୍କୁ ଧାରା ଯାଉଥିଲା ବେଳେ ଦୁର୍ନୀତି ହ୍ରାସ ପାଇବା ବଦଳରେ ଆହୁରି ବ୍ୟାପକ ହେଉଛି ।
ବ୍ୟାପକ ହେଉଛି ଦୁର୍ନୀତି । ଭ୍ରଷ୍ଟାଚାରୀ ସରକାରୀ ବାବୁମାନଙ୍କ ଅସାଧୁ ଉପାୟରେ ଧନ ଅର୍ଜନ ଦ୍ଵାରା କ୍ଷତିଗ୍ରସ୍ତ ହେଉଛନ୍ତି ସାଧାରଣ ଜନତା ଖଟିଖିଆ ।ହେଉଛି ବ୍ୟାପକ ମାନବିକ ଅଧିକାରର ର ଉଲଂଘନ । ସରକାରୀ ବ୍ୟବସ୍ଥା ର ସୁଫଳ ବାଟମାରଣା ହେଉଛି । କଣ ଏହାର ସମାଧାନ ? ସରକାରୀ ଦପ୍ତର , ଜେଲ୍ ଖାନା ଥାନା ସବୁଠି ଦୁର୍ନୀତି ଆଉ ଦୁର୍ନୀତି ଯେମିତି ଦୁର୍ନୀତି ଗସ୍ତ ମାନଙ୍କ ର ପରୁଆ କି ଭୟ ନାହିଁ ଦଣ୍ଡ କୁ ।
ଭୁବନେଶ୍ୱର ଏ ଜି ଛକ ରେ ବୋଲେରୋ ରେ ଯାଉଥିବା ଜଣେ ଲାଞ୍ଚୂଆ ଇଞ୍ଜିନିୟର କୁ ଧରିଲା ଭିଜିଲାନ୍ସ ବିଭାଗ ।କଟକ ନର୍ଥ ଡିଭିଜନ ରେ ଅଧୀକ୍ଷଣ ଯନ୍ତ୍ରୀ
ଭାବେ କାର୍ଯ୍ୟରତ ପ୍ରସନ୍ନ ଜି ତ ଙ୍କ ଗାଡ଼ି ରୁ ସାତୁଲକ୍ଷ ରୁ ଉର୍ଦ୍ଧ ଟଙ୍କା ଓ ତାଙ୍କ ଘରୁ ୧୪ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ ହୋଇ ଥିଲା ବେଳେ ଅଧିକ ତଦନ୍ତ ଜାରି ରହିଛି ।