ଫୁଲ ନଖରା ବୈଭବ ନଗର ରେ ଶ୍ରୀ ଭାଗବତ ଅଭିଯାନ

ଶ୍ରୀଭାଗବତ ଅଭିଯାନ ର ୪୭ ତମ କାର୍ଯ୍ୟକ୍ରମରେ, ଶ୍ରୀନୀବାସ, ବୈଭବନଗର, ଫୁଲନଖରା, ଭୁବନେଶ୍ୱର ଠାରେ ଟାଡିସରୁ ମିଶନ ତରଫରୁ ଶ୍ରୀଭାଗବତ ବଣ୍ଟନ, ପଠନ ଓ ଶ୍ରୀଚିଟାଉ ଲିଖନ ଅନୁଷ୍ଠିତ ହୋଇଯାଇଛି।

ଉପଦେଷ୍ଟା ତଥା ବିଶିଷ୍ଟ ଶିଶୁ ଶଲ୍ୟ ବିଶେଷଜ୍ଞ ଡକ୍ଟର ବନୋଜ କୁମାର ରାୟ, ଓମ ପ୍ରକାଶ ମହାନ୍ତି, ସତ୍ୟ ନାରାୟଣ ଦାସ, ପ୍ରଭୁଜୀ ପଞ୍ଚୁ ପାଣ୍ଡବ ଦାସ , ମନୋଜ କୁମାର ରାୟ ଙ୍କ ନେତୃତ୍ଵରେ ଶତାଧିକ ଭକ୍ତ, ଶ୍ରୋତା ଭାଗ ନେଇଥିଲେ ଓ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ପାଇଁ ପ୍ରତିଜ୍ଞା କରିଥିଲେ।

Leave A Reply

Your email address will not be published.