ଏସିଆନ ଲାକ୍ରସ ରେ ମାହାଙ୍ଗା ମାଟି ର ମହକ

ସାଉଦି ର ରୀୟଦ୍ ଠାରେ ଅନୁଷ୍ଠିତ ଏସିଆନ ଲାକ୍ରସ କ୍ରୀଡା ରେ ଭାରତୀୟ ଦଳ ଇରାକ କୁ ୯-୨ ରେ ପରାଜିତ କରି ସ୍ୱର୍ଣ୍ଣ ପଦକ ବିଜେତା ହେବା ସହ ଆଗାମୀ ଅଲମ୍ପିକ୍ସ କ୍ରୀଡା ରେ କ୍ୱାଲିଫାଇଙ୍ଗି କ୍ରୀଡା ରେ ଭାଗ ନେବା ପାଇଁ ଭାରତ ଯୋଗ୍ୟ ବିବେଚିତ ହେଉଛି
ସୂଚନା ଯୋଗ୍ୟ ର ଅଲମ୍ପିକ୍ସ ରେ ଏହି ଖେଳ କୁ ଅନ୍ତର୍ଭୁକ୍ତ କରାଯାଇଥିଲା ବେଳେ ଆଗାମୀ ଅଲମ୍ପିକ୍ସ ରେ ମଧ୍ୟ ବିଭିନ୍ନ ଦେଶ ଏଥିରେ ଭାଗ ନେବେ ।।


ତେବେ ଏହି ଟିମ୍ ରେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଜିତେନ୍ଦ୍ର ବେହେରା ଭାଗ ନେଇ ଥିଲା ବେଳେ ତାଙ୍କ ଘର ହେଉଛି ମହଙ୍ଗା ର ତଳ ରାମକାପୁରର ଗାଁ ରେ ।

କ୍ରୀଡ଼ା ସହ ଭିନ୍ନକ୍ଷମ ଙ୍କ ଅଧିକାର ଓ ସମାଜ ସେବା ରେ ସେ ମଧ୍ୟ ଆଗ୍ରହ ରଖିଥିଲା ବେଳେ ତାଙ୍କ ର ଏହି ସଫଳତାରେ ବହୁ ବ୍ୟକ୍ତି ଓ ଅନୁଷ୍ଠାନ ତାଙ୍କୁ ଶୁଭେଛା ଜଣାଇଛନ୍ତି

Leave A Reply

Your email address will not be published.