ଲାଗୁ ହେଲା ନୂଆ ଘର ଭଡ଼ା ଆଇନ

ଘର ଭଡ଼ା ଚୁକ୍ତି ପତ୍ର କୁ ଅନ ଲାଇନ ନ କଲେ ଲାଗିବ ଜୋରିମାନା

କେନ୍ଦ୍ର ସରକାର ଘର ଭଡ଼ା ବଜାର କୁ ଆହୁରି ଶକ୍ତ ସନ୍ତୁଳିତ ଓ ଦୁର୍ନୀତି ମୁକ୍ତ କରିବା ପାଇଁ ନୂଆ ଘର ଭଡ଼ା ଆଇନ ୨୦୨୫ ପ୍ରଣୟନ କରିଥିଲା ବେଳେ ଏହା ଘର ଭଡ଼ା ନେଇଥିବା ବ୍ୟକ୍ତି ଙ୍କୁ ଅଧିକ ସୁରକ୍ଷିତ କରିବ । ଆଉ ମନ୍ ଇଚ୍ଛା ଭଡାଟିଆ ଙ୍କୁ ହଇରାଣ ହରକତ କରାଯାଇ ପାରିବ ନାହିଁ ।ଘର ମାଲିକ କେବଳ ଦୁଇ ମାସ ର ଭଡ଼ା କୁ ସିକୁରିଟ ହିସାବ ରେ ନେଇ ପାରିବେ । ଘର ଭଡ଼ା ଚୁକ୍ତି ପତ୍ର କୁ ଡି ଜି ଟା ଲା ଇ ଜ କରିବାକୁ ପଡ଼ିବ ।
ଭଡ଼ା ବୃଦ୍ଧି ବର୍ଷକ ରେ ଥରେ କରାଯାଇ ପାରିବ ଅ ଘର ମାଲିକ ଏଥିଲାଗି ୯୦ ଦିନ ପୂର୍ବରୁ ନୋଟିସ କରିବାକୁ ପଡ଼ିବ ।
ପାଞ୍ଚ ହଜାର ରୁ ଅଧିକ ଭଡ଼ା କୁ ଡିଜି ଟା ଲି ପୈଠ କରାଯିବ ସହ ଦେବ ନେବା ର ତଥ୍ୟ ମଧ୍ୟ ରଖାଯିବ ।

ଘର ଭଡ଼ା ପଚାଶ ହଜାର ରୁ ଅଧିକ ହେଲେ ଟି ଡି ଏସ କଟା ଯିବା ବାଧ୍ୟତାମୂଳକ ହେବ ।
ପ୍ରତି ଘର ଭଡ଼ା ବୁଝାମଣା ପତ୍ର ଡ଼ିଯିଟାଲାଇଯ ହେବା ସହ ଏହାକୁ ଅନ୍ ଲାଇନ ରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।

ରେଜିଷ୍ଟ୍ରେସନ ନ ହେଲେ ଏଥିଲାଗି ପାଞ୍ଚ ହଜାର ଟଂକା ଜୋରିମାନା ଦେବାକୁ ପଡ଼ିବ ।

Leave A Reply

Your email address will not be published.