ଆନ୍ତର୍ଜାତୀୟ କ୍ରୀଡ଼ା ଲା କ୍ରୋ ସ ରେ ଭାଗ ନେବା ପାଇଁ ଯାଉଥିବା ଜିତେନ୍ଦ୍ର ଙ୍କୁ ମାହାଙ୍ଗା ୟେସ ୟୁ କାନ ବଢ଼ାଇଲା ସହଯୋଗ ର ହାତ

ଆସନ୍ତା ୧୮ ତାରିଖ ରେ ସାଉଦି ଆରବ ରେ ହେବାକୁ ଯାଉଥିବା ଲକ୍ରୋସ କ୍ରୀଡା ରେ ଭାଗ ନେବା ପାଇଁ ଓଡ଼ିଶା ରୁ ଜିତେନ୍ଦ୍ର ଙ୍କୁ ଭାରତୀୟ ଟିମ୍ ରେ ସାମିଲ କରାଯାଇଥିଲା ବେଳେ ଯିବା ଆସିବା ପାଇଁ ଦୁଇ ଲକ୍ଷ ଟଙ୍କା ର ଆବଶ୍ୟକତା ଥିଲା । ତେବେ ଏଥିଲାଗି ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଙ୍କୁ ଅନୁରୋଧ କରା ଯାଉଥିଲା । ତେବେ ମାହାଙ୍ଗା ର ୟେସ ୟୁ କ୍ୟାନ ଜିତେନ୍ଦ୍ର ଙ୍କୁ ସହଯୋଗ ର ହାତ ବଢେ଼ଇବା ସହ ଏକ ପାଞ୍ଚ ହଜାର ଟଙ୍କା ର ସହଯୋଗ ରାଶି ପ୍ରଦାନ କରିଥିବାରୁ ଏହି ପ୍ରୟାସ କୁ ସାଧାରଣ ରେ ପ୍ରଶଂସା କରାଯାଇଛି । ତେବେ ସାହା ଟିମ୍ ପକ୍ଷରୁ ବହୁ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଙ୍କୁ ଅନୁରୋଧ କରାଯାଇଥିଲା ବେଳେ ଏକାଧକ ଅନୁଷ୍ଠାନ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.