ଭୁବନେଶ୍ଵର : ଶିରୀଶ ଚନ୍ଦ୍ର ମୁର୍ମୁ ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର

ଶିରିଶ ଚନ୍ଦ୍ର ମୁର୍ମୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ପାଇବା ଦ୍ଵାରା ଆଉ ଜଣେ ଓଡିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଏକ ଗୁରୁତ୍ଵପୂର୍ଣ୍ଣ ପଦବୀରେ ଅବସ୍ତାପିତ ହୋଇ ରଜ୍ୟ ର ଗୌରବ ବଢାଇଛନ୍ତି । ଗର୍ବ ଓ ଗୌରବର କଥା ଯେ ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ । ଆଗରୁ ସେ ଜମ୍ମୁ କାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି ।ତେବେ ଏହି ସରକାର ସମୟ ରେ କେନ୍ଦ୍ର ରେ ବହୁ ଦକ୍ଷ ଓଡ଼ିଆ ଙ୍କୁ ବିଭିନ୍ନ ଗୁରୁତ୍ଵ ପୂର୍ଣ୍ଣ ପଦବୀ ରେ ନିଯୁକ୍ତି ମିଳିବ ଖୁସି ର ବିଷୟ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି

Leave A Reply

Your email address will not be published.