ଅବପାତ ରେ ପରିଣତ ହେଲା ଲଘୁଚାପ । ଉତ୍ତର ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ର ସମ୍ଭାବନା

ଦରିଆ ରେ ଦାନା ବାନ୍ଧିଲାଣି ଦାନା

ଆସୁଛି ବାତ୍ୟା, ୨୩ ରୁ ବର୍ଷା ୨୪ ରେ ଛୁଇଁବ ଉପକୂଳ ବୋଲି ପାଣିପାଗ ବିଭାଗ ର ପୂର୍ବାନୁମାନ

ଯୁ

ଭାରତୀୟ ପାଣିପାଗ ବିଭାଗ ର ତଥ୍ୟ ଅନୁସାରେ ଆଗାମୀ

, ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପରେ ଏହା ଅଧିକ ଘନୀଭୂତ ହୋଇ  ଉତ୍ତର ପଶ୍ଚିମ  ଦିଗରେ ଗତି କରି ୨୨ରେ ଅବପାତ ଓ ୨୩ରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।। 

ପାଣିପାଗ ବିଭାଗ ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୨୦ ତାରିଖ ସନ୍ଧ୍ୟାରୁ ରୁ ୨୧ ତାରିଖ ସକାଳ ସୁଦ୍ଧା ପୂର୍ବ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖି ୨୨ ରେ ଅବପାତ ରେ ପରିଣତ ହେବ ।୨୩ ତାରିଖ ରେ ପୂର୍ବ ବଙ୍ଗୋପସାଗର ରେ ଏହା ଏକ ଘୂର୍ଣି ଝଡ ରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗ ରେ ଏହାର ଗତି ପଥ ରେ ଆଗକୁ ବଢ଼ି ଓଡ଼ିଶା ପଶ୍ଚିମ ବଙ୍ଗ ରେ ଉପକୁଳ ଛୁଇଁବ ।ଉପକୂଳ ଛୁଇଁଲା ବେଳେ ପବନ ର ବ୍ୟାଗ୍ ୧୦୦ କି ମି ପ୍ରତି ଘଣ୍ଟା ରହିବ ।ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ସରିଲା ପରେ ଆହୁରି ଅଧିକ ସଠିକ୍ ପୂର୍ବାନୁମାନ କରାଯାଇ ପାରିବ ବୋଲି ସେ କହିଛନ୍ତି । ରାଜ୍ୟ ରେ ପ୍ରବଲ ରୁ ଅତି ପ୍ରବଳ ଏପରିକି ୩୦ ସେ ମୀ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ ସତର୍କ କରିଦେଇଛନ୍ତି ।

ଦରିଆ ରେ ଦାନା ବାନ୍ଧିଲାଣି ଦାନା

ଚିନ୍ତା ରେ ଚାଷୀ

ମହାବାତ୍ୟା ହୋଇଥିବା ମାସ ରେ ରାଜ୍ୟ କୁ ଆସୁଛି ଆଉ ଏକ ବାତ୍ୟା

। ପୂର୍ବରୁ ବାତ୍ୟା ଆସୁଥିବା ଖବର ନେଇ ବିଭିନ୍ନ ମଡେଲ ଆକଳନ କରିଥିଲେ । ହେଲେ ଏନେଇ ଆଇଏମଡି କିଛି ସ୍ପଷ୍ଟ କରିନଥିଲା । ହେଲେ ଆଜି ସଂସ୍ଥା ପଖ୍ୟାରୁ ଏହି ସୂଚନା ଦିଆଯାଇଛି ଓ ରାଜ୍ୟ ରେ ବାତ୍ୟାର ଆଶଙ୍କା ଥିବା ସ୍ପଷ୍ଟ ହୋଇ ଯାଇଛି ।।  

Leave A Reply

Your email address will not be published.