Daily Archives

July 31, 2024

ଦଶ ବର୍ଷ ର ଅବୋଧ ବାଳକ ସେ । ତା ନିରୀହ ଚାହାଣି ଆଉ ନିସ୍ପାପ ଆଖି ଦୁଇ ଟି ରେ ବାରି ହୋଇ ପଡ଼ୁଛି ଅସହ୍ୟ ଯନ୍ତ୍ରଣା । ତା ଦରୋଟି କଥା ଭିତରେ ସବୁ କଷ୍ଟ ଭିତରେ ବିଦ୍ୟାଳୟ କୁ ଯାଇ ପଢିବାକୁ ଛଟ ପଟ ହେଉଥିବା ହୃଦୟ ର ଆକୁଳ ଅନୁରୋଧ । କାହାର ହୃଦୟ କୁ ବି କରିବ ଅଥୟ ଆଉ ଆନ୍ଦୋଳିତ । ବିକଳ