Monthly Archives

November 2024

ଭୁବନେଶ୍ୱର ରେ ପୁଲିସ ଡି ଜି ପି ଓ ଆଈ ଜି ସମ୍ମିଳନୀ ଭୁବନେଶ୍ୱର ୨୮/୧୧/ ,ଭୁବନେଶ୍ୱର ରେ କଡ଼ା ସୁରକ୍ଷା ବଳୟ ଭିତରେ ଆରମ୍ଭ ହେଲା ଡିଜିପି-ଆଇଜିପି ସମ୍ମିଳନୀ। ଏଥିରେ ସାରା ଦେଶର ଡିଜିପି-ଆଇଜିପି ମାନେ ଯୋଗ ଦେଇ ଥିଲା ବେଳେ ଲୋକସେବା ଭବନରେ ସମ୍ମିଳନୀକୁ ସ୍ୱରାଷ୍ଟ୍ର ମନ୍ତ୍ରୀ

ବରିଷ୍ଠ ସାମ୍ବାଦିକ ଶ୍ରୀ ଅମ୍ବିକା କାନୁନ୍ ଗୋ ଙ୍କୁ ସମ୍ମାନିତ କଲେ ମହାମିହିମ ରାଜ୍ୟପାଳ, ଭୁବନେଶ୍ୱର( ଭଏସ ଅଫ କମନ୍ସ ) ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ୧୬ ନଭେମ୍ବର ୨୦୨୪ ତାରିଖ, ଜାତୀୟ ପ୍ରେସ ଦିବସ ଅବସରରେ

ତୁମ ପାଦ ତଳେ ଜୀବନ ସତ୍ୟ ,,,କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ କମନ୍ସ ତୁମ ପାଦ ତଳେ ଜୀବନ ଆମର ତୁମେ ଦେଇଥିବା ଆୟୁଷ ପାଣି ର ଫୋଟକା ପଲକ ପତନେ ହେଇ ଯାଏ ପୋଡ଼ି ପାଉଁଶ,, ହାଡ ହିଡ଼ ତଳେ ରକତ ପୋଖରୀ ଦେଇଛ ମାଟି ର ମାଉଁସ କେତେ ସରାଗ ରେ ରୂପ ଯଉବନ

ଆରମ୍ଭ ହେଲା ବାଲିଯାତ୍ରା ଦୁଲୁକୁଛି କଟକ ମହାନଦୀ ର ବାଲି ପଠା ର ଓସାରିଆ ବାଲୁକା ଛାତି ଆଜି ବି ବଖାଣି ବସୁଛି ଓଡ଼ିଆ ସାଧବ ପୁଅ ର ଦରିଆ ପାରି ବେବସାୟ ବଣିଜ ର କଥା । ରାଜ୍ୟ ର ବିପୁଳ ନୌବାଣିଜ୍ୟ ପରମ୍ପରାର ଓ ସାଧବ ପୁଅ ଙ୍କ ର ଦରିଆ ପାରି ବ୍ୟବସାୟ ର ଐତିହାସିକ

ପାରା ସୁଟିଂ ରେ ଫେନ୍ସର ପ୍ରଭାକର ଙ୍କୁ ପଦକ ଜାତୀୟ ସ୍ତର ରେ ଖେଳିବାକୁ ହେଲେ ମନୋନୀତ କଟକ ଜିଲ୍ଲା ମାହାଙ୍ଗା ଭଉରିଆ ପଞ୍ଚାୟତ ର ତଳରାମକାପୂର୍ ଗାଁ ରେ ଜନ୍ମ ହୋଇଥିବା ପାରା ଫେନ୍ସି ର ଯାଦୁକର ପ୍ରଭାକର ବେହେରା ଏବେ ନୂଆ କରି ପାରା ସୁଟିଂ ରେ ଭାଗ ନେଇ ଥିଲା ବେଳେ ତାଙ୍କର

ନୟାଗଡ଼ ସୋରଡ଼ା ରେ ବସ ଦୁର୍ଘଟଣା ନୟାଗଡ଼ ସୋରଡା ରେ ଏକ ଯାତ୍ରୀ ବାହି ବସ ଦୁର୍ଘଟଣା ଗସ୍ତ ହୋଇଛି ।ଏଥିରେ ଖବର ଲେଖା ହେଲା ବେଳ କୁ ପ୍ରାୟ ୨୫ ଜଣ ଆହତ ହୋଇଥିଲା ବେଳେ ଜଣ ଙ୍କ ମୃତ୍ୟୁ ହୋଇଥିବାର ଜଣା ପଡ଼ିଛି । ବସ ଟି ରାଇକିଆ ରୁ ଭୁବନେଶ୍ୱର ଯାଉଥିଲା ବେଳେ ଦୁର୍ଘଟଣା ସ୍ଥଳ

ଆମେରିକାର ର ନୂତନ ରାଷ୍ଟ୍ରପତି ହେବେ ଟ୍ରମ୍ପ୍ ହ୍ୱାଇଟ ହାଉସ୍ କୁ ଦୂତିୟ ଥର ପାଇଁ ୪୭ ତମରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରତିପକ୍ଷ କମଳା ହାରିଶ୍ ଙ୍କୁ ହରାଇ ରିପବ୍ଲିକାନ ପାର୍ଟି ର ପାର୍ଥି ଭାବେ ବିପୁଳ ଭୋଟ ରେ ନିର୍ବାଚିତ ହୋଇଛନ୍ତି । ଏହାକୁ

ସବୁ ବ୍ୟକ୍ତିଗତ ସମ୍ପତ୍ତି କୁ ସରକାର ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଲେ ଦେଶ ର ଶୀର୍ଷ ଅଦାଲତ । ଶୀତଳ ଭଣ୍ଡାର କୁ ଗଲା ୪୬ ବର୍ଷ ତଳର ଆଇନ ବ୍ୟକ୍ତିଗତ ସମ୍ପତ୍ତି କୁ ସରକାରୀକରଣ ଉପରେ ଶୀର୍ଷ ଅଦାଲତ ଙ୍କ ସୁରକ୍ଷା । ଏକ ଐତିହାସିକ ନିଷ୍ପତି ରେ ମାନ୍ୟବର ସୁପ୍ରିମ