ପୋଲିସ ଅଧିକାରୀ ଲିଖିତ କାରଣ ନ ଜଣାଇ ଗିରଫ କଲେ ହେବ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ପୁଲିସ କୌଣସି ବ୍ୟକ୍ତି ଙ୍କୁ ଗିରଫ କରିବା ଆଗରୁ ତାଙ୍କୁ ଲିଖିତ ଭାବେ ଜଣାଇ କୁ ପଡିବ ବୋଲି ମାନ୍ୟବର ଉଚ୍ଚତମ ଅଦାଲତ ସ୍ପଷ୍ଠ କରିଛନ୍ତି । ଯଦି କୌଣସି ପୁଲିସ ଅଧିକାରି ଲିଖିତ…

ସେପ୍ଟେମ୍ବର ରୁ ଅକ୍ଟୋବର ଭିତରେ ତିନି ଟି ବାତ୍ୟା ର ଭବିଷ୍ୟତ ବାଣୀ କଲା ଇସ୍ରୋ ଅକ୍ଟୋବର ଆସିଲେ ବାତ୍ୟା ର ଚିନ୍ତା ଓଡ଼ିଶାର ଲୋକ ମାନଙ୍କୁ ଭୟ ରେ ଉତ୍କଣ୍ଠିତ କରେ ।ଏହି ମାସ ରେ ୧୯୯୯ ମସିହା ରେ ସଙ୍ଗଠିତ ବାତ୍ୟା ର କରୁଣ ସ୍ମୁତି ଆଜି ବି ସେହି ଦିନ କୁ ଦେଖୁଥିବା ମଣିଷ…

ବନବାସୀ ଙ୍କ ସହ ଦିନ ଟିଏ,,, ତାଙ୍କରି ସହ ଗଣତନ୍ତ୍ର ଦିବସ ପାଳିଲେ ସ୍ୱେଚ୍ଛାସେବୀ , ଉଡେଇଲେ ଜାତୀୟ ପତାକା,ସକାଳୁ ସକାଳୁ ସମସ୍ତେ ମିଶି ପଢିଲେ ଅଧ୍ୟାୟେ ଭାଗବତ,, ଗାଁ ଦାଣ୍ଡ ରେ ,ମିଳିମିଶି କଲେ ପଙ୍କ୍ତି ଭୋଜନ,,ଡାକ୍ତରୀ ଦଳ ରୋଗୀ ମାନଙ୍କୁ କଲେ ଚିକିତ୍ସା ।ହେଲା ଚକ୍ଷୁ…

ଛବିରେ ଖବର ବାଲେଶ୍ୱର ରେ ବଣ ମଣିଷ ବାଲେଶ୍ୱର ର ଗ୍ରାମ୍ୟ ଜଙ୍ଗଲ ରୁ ଉଦ୍ଧାର ହେଲେ ପାଞ୍ଚ ଟି ଓରଙ୍ଗଗୋଟାନ

,ପ୍ରାକୃତିକ ବିପର୍ଯ୍ୟୟ ପାଇଁ ନେପାଳ ଦାବି କରୁଛି କ୍ଷତିପୂରଣ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇଁ ଏବେ ଗ୍ଲେସିଆର ହେଉଛି ଭୁ ସ୍ଖଳନ ନେପାଳ ରେ ଘଟୁଥିବା ଭୟଙ୍କର ପ୍ରାକୃତିକ ବିପତ୍ତି ପାଇଁ ହିମାଳୟ ର ଗ୍ଲେସିୟର ରେ ତାପମାତ୍ରା ବୃଦ୍ଧି ଓ ଭୁ ସ୍ଖଳନ ଦାୟୀ…

ଫୁଲ ନଖରା ବୈଭବ ନଗର ରେ ଶ୍ରୀ ଭାଗବତ ଅଭିଯାନ ଶ୍ରୀଭାଗବତ ଅଭିଯାନ ର ୪୭ ତମ କାର୍ଯ୍ୟକ୍ରମରେ, ଶ୍ରୀନୀବାସ, ବୈଭବନଗର, ଫୁଲନଖରା, ଭୁବନେଶ୍ୱର ଠାରେ ଟାଡିସରୁ ମିଶନ ତରଫରୁ ଶ୍ରୀଭାଗବତ ବଣ୍ଟନ, ପଠନ ଓ ଶ୍ରୀଚିଟାଉ ଲିଖନ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ତଥା ବିଶିଷ୍ଟ ଶିଶୁ…

ଦୁର୍ଗମ ଅଞ୍ଚଳ ରେ କମ୍ବଳ ଶୀତବସ୍ତ୍ର ବିତରଣ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପାଇଁ ବୈଠକ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସ୍ୱେଚ୍ଛାସେବୀ ଙ୍କ ଏକ ଗୋଷ୍ଠୀ ଦୁର୍ଗମ ଅଞ୍ଚଳ ରେ କମ୍ବଳ ଶୀତବସ୍ତ୍ର ବିତରଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି କଟକ ଭଏସ ଅଫ କମନ୍ସ ୩୦/୦୮ ଏ…

ଭୌତିକ ଚିକିତ୍ସା ସେବା କେନ୍ଦ୍ର ରେ ଗୋ ମାତା ମଣିଷ ସିନା ସ୍ୱାର୍ଥପର ହେଇ ଯାଉଛି ହେଲେଟିକେ ସ୍ନେହ ଆଉ ଚିମୁଟାଏ ଶରଧା ର ଭାଷାକୁ ନିର୍ବାକ ପଶୁ ପକ୍ଷୀ ବି ଭଲ ଭାବେ ବୁଝନ୍ତି। ବରଂ ବେଳେ ବେଳେ ମଣିଷ ଠାରୁ ଅଧିକ ସେମାନେ ସମ୍ବେଦନଶିଳ ହୁଅନ୍ତି । । …

ଭଏସ ଅଫ୍ କମନ୍ସ ୨୫/୦୮ ସେବା ଦେବା ରେ ସରକାରୀ ବାବୁ ବିଲମ୍ୱ କଲେ ଦେବେ ଜୋରିମାନା ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଲୋକାଭିମୁଖୀ ଉତ୍ତରଦାୟୀ ଓ ସ୍ୱଚ୍ଛ କରିବାକୁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ…

ସାହା ଟିମ୍ ରାଜ୍ୟ ମାନ୍ୟବର ଅଧକ୍ଷ ମହିଳା ଆୟୋଗ ଶ୍ରୀମତୀ ଶୋଭନା ମହାନ୍ତି ଙ୍କ ସହ ତାଙ୍କ ବାସ ଗୃହ ରେ ସାକ୍ଷାତ୍ କରି ଏକ ଅନୌପଚାରିକ ବିଚାର ବିନିମୟ ରେ ଭାଗ ନେଇ ଥିଲା । ଏହି ସାକ୍ଷାତ ବେଳେ ରାଜ୍ୟ ବିଧାନ ସଭା ରେ ଉପ ମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଦାସ ମଧ୍ୟ ଉପସ୍ଥିତ…