ଜରିପାଲ ତଳେ ବିଧବା ଶାଶୁ ବୋହୁଙ୍କ ଦାରିଦ୍ର୍ୟ ର ବିକଳ ଚିତ୍ର ..ମିଳୂନି ଘର..
-
ମାହାଙ୍ଗା ୦୮/ ୦୮/୨୨ କଟକ ଜିଲ୍ଲା ର ମାହାଙ୍ଗା ବ୍ଲକ ଭାଇଁରିଆ ପଞ୍ଚାୟତ ନହଂଗ ଗାଁ ର ବୀରବର ବାରିକ ଙ୍କ ପତ୍ନୀ ଓ ବୋହୂ ଦୁଇ ଜଣ ଅକାଳ ରେ ବିଧବା ହୋଇ ଗୋଟିଏ ନାବାଳକ ପୁଅ ସହ ଭୋକ ଅଭାବ ଅନଟନ ରେ ସଂଘର୍ଷ କରୁଥିଲା ବେଳେ ଜରିପକ୍ ତଳେ କଟୁଛି ଜୀବନ । ଏ ଯାଏ ମିଳୁନି ମୁଣ୍ଡ ଗୁଞ୍ଜିବାକୁ ବାଖରାଏ ଘର ।