କେନ୍ଦ୍ରାପଡ଼ା ଗସ୍ତ ବେଳେ ମହିଳାଙ୍କ ଅନୁରୋଧରେ ତାଙ୍କ ଘର ବୁଲି ଦେଖିଲେ ରାଜ୍ୟପାଳ // ଘର ଦେବାକୁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଲେ ମହାମହିମ/ଧାର୍ଯ୍ୟ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ୍ ୧- ସୌର ମଣ୍ଡଳ ରେ ଚୁମ୍ବକୀୟ ଝଡ ଅତି ବାଇଗଣି ରଶ୍ମୀ ଉପରେ ଦେବ ତଥ୍ୟ
ରାଜ୍ୟରେ କେବେ ବଢିବ ବାର୍ଦ୍ଧକ୍ୟ ଭତ୍ତା
ବିଧବା ବାର୍ଧ୍ୟକ୍ୟ ଓ ଦିବ୍ୟାଙ୍ଗ ଙ୍କ ଭତ୍ତା ବଢେଇବାକୁ ଦାନା ବାନ୍ଧୁଛି ସାଧାରଣ ଲୋକଙ୍କ ସ୍ୱର,,,,
ଭଏସ ଅଫ କମନ୍ସ ରେ ସରକାରଙ୍କୁ ସଚେତନ କରିବାକୁ ଆରମ୍ଭ ହେଲା ବିଶେଷ ଅଭିଯାନ । ଏ ସ୍ୱର ବେଶ୍ କ୍ଷୀଣ କିନ୍ତୁ ସତ୍ୟବଦ୍ଧ ,,, ଗରିବ ମେହେନତି ମୂଲିଆ ବିଧବା ପତି ପରିତ୍ୟକ୍ତା ଅବବିବାହିତ ଦିବ୍ୟାଙ୍ଗ ବୟସ୍କ ମହିଳା ଙ୍କ ପାଇଁ ସାମାଜିକ ସୁରକ୍ଷା ର ଅନ୍ୟତମ ଆଧାର କୁ ସରକାର ଅଧିକ ଶକ୍ତି ଦେଲେ , ହଁ ସାମାଜିକ ନ୍ୟାୟ ଦିଆଯାଇପାରିବ ।ତେବେ ଯାଇ ତଳ ପାହାଚ ରେ ପହଞ୍ଚିବ ଶାସନ ର ସୁଫଳ,,,କାରଣ କେବଲ୍ ସରକାରୀ ଚାକିରିଆ ନୁହେଁ ସେମାନଙ୍କୁ ବି ମହଂଙ୍ଗା ର ମାଡ ହୁଏ ,ହେଲେ ଭତ୍ତା କିନ୍ତୁ ଅଟକି ଯାଏ ଟଙ୍କା ୫୦୦ରେ , ଏମାନେ ତ ଅସହାୟ ଶକ୍ତିହୀନ ଆଉ ଅସଙ୍ଗଠିତ ,,,କିଏ ଏମାନଙ୍କ ପାଇଁ ଭତ୍ତା ବଢ଼େଇବକୁ ଦାବି କରିବ ,ସରକାରୀ ତଥ୍ୟ ଅନୁସାରେ ଯଦି ରାଜକୋଷ ରେ ଯଥେଷ୍ଟ ବଳକା ରାଜସ୍ବ ରହିଛି ତାହାଲେ କାହିଁକି ବୃଦ୍ଧା ଅବସ୍ଥା ରେ ସାମାଜିକ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଗରିବ ମେହନତୀ ଶ୍ରମିକ ବିଧବା ଙ୍କ ଭତ୍ତା ବଢ଼ୁ ନାହିଁ ?
,,କେବେ ମଣିମା ସନ୍ତେ ମାନଙ୍କର ଆଖିରୁ ନିଦ ଭାଙ୍ଗିବ ,,,
ଏ ପ୍ରଶ୍ନ ସାଧାରଣ ମଣିଷ ର ସ୍ୱର ରେ ଆଜି ବେଶ୍ କ୍ଷୀଣ କିନ୍ତୁ ଆଗାମୀ ଦିନରେ ଏହା ନିଶ୍ଚୟ ଶାଣିତ ହେବ ଆଉ ଦାନା ବାନ୍ଧିବ