Browsing Category

ସ୍ୱତନ୍ତ୍ର ଅନୁସନ୍ଧାନ

ନ ଗ ଡା ର ନଗ୍ନ ସତ୍ୟ ନ ଗ ଡ଼ା ରୁ ଆଇନଜୀବୀ ସତ୍ୟନାରୟଣ ଦାସ କାର୍ଯ୍ୟକାରୀ ସମ୍ପାଦକ ଭଏସ ଅଫ କମନ୍ସ ଅଭିମନ୍ୟୁ ସାହୁ ଓ ଜିତେନ୍ଦ୍ର ପଣ୍ଡା ଅପପୃଷ୍ଟି ର ଅନ୍ଧ ଗଳୀ ରେ ଶିଶୁ କନ୍ୟା ଅନୁଷୟା ର ଚାଲିଛି ଚେଙ୍କ ଚିକିତ୍ସା ବିପୁଳ ପ୍ରଚୂର୍ୟ୍ଯ ଭିତରେ ଉତ୍କଟ

ବଡ ମେଡିକାଲ ରେ କେବେ ହେବ ଆଶ୍ରୟ ସ୍ଥଳ ?ଥୁରୁ ଥୂରୁ ଶୀତ ରେ ରାତି କାଟୁଛନ୍ତି ରୋଗୀ ଙ୍କ ଆତ୍ମୀୟ ,ଭାଙ୍ଗୁନି ସରକାରଙ୍କ କୁମ୍ବ କର୍ଣ୍ଣ ନିଦ୍ରା ko ନିୟୁଜ ଡେସ୍କ ଫଟୋ ଦୀପକ ଆଚାର୍ଯ୍ୟ କିଛି ଦିନ ହେଲା ଥୁରୁ ଥୁରୁ ଶୀତ ରେ ଥରୁଛି ସାରା ଓଡ଼ିଶା ।ଏବେ ପୁଣି ଦାଉ ସାଧିଲାଣି

ଅଭାବ ଅନାଟନ ର ହୃଦୟ ବିଦାରକ ଛାତି ଥରା ଘଟଣା.. ରୋଗିଣା ପତ୍ନୀ ଓ କଲେଜ ପଢୁଆ ଝିଅ କୁ ହତ୍ୟା କରି ନିଜେ ଫାସୀ…

?????? ???? ???? ?????? ???? ?????? ? ?????? ????? ??? ????? ?????? ??? ??????? ?? ??????? ???????? ?????? ??? ? ???? ???? ?? ??? ??? ?? ??? ????? ? ?????? ?????? ??? ? ??????? ?? ?? ?? ????? ???? ? ???? ????????? ???? ?????? ???? ???

୩୭୦ ଧାରା ଊଛେଦକୁ କାଏମ ରଖିଲେ ସୁପ୍ରିମ କୋର୍ଟ / ଜମ୍ମୁ କାଶ୍ମୀର ରେ ନିର୍ବାଚନ କରିବାକୁ ଆଦେଶ

୩୭୦ ଧାରା ଉପରେ ବହୁ ପ୍ରତିକ୍ଷୀତ ସୁପ୍ରିମ କୋର୍ଟ ଙ୍କ ଆଦେଶ ଆଜି ପ୍ରକାଶ ପାଇ ଥିଲା ବେଳେ କେନ୍ଦ୍ର ସରକାର ଙ୍କ ନିଷ୍ପତି କୁ ମନ୍ୟବର୍ ଶୀର୍ଷ ଅଦାଲତ କାଏମ ରଖିଛନ୍ତି। କେନ୍ଦ୍ର ସରକାର ଙ୍କ ପ୍ରତି ଟି ନିଷପ୍ତି କୁ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେବା ସହ ରାଜ୍ୟ ରେ ନିର୍ବାଚନ