ଭଏସ ଅଫ କମନ୍ସ

ଛବିରେ ଖବର ଗାଁ ରେ ଗରିବ ରୋଗୀ ଙ୍କୁ ଚିକିତ୍ସା କଲେ ଭାରତ ର ପ୍ରସିଦ୍ଧ ଡାକ୍ତର ମା ରାଧାଦେବି ନ୍ୟାସ ପରିଦର୍ଶନ କଲେ ଭାରତ ର ସ୍ୱନାମଧନ୍ୟ ଫିଯିଓଥେରପିଷ୍ଟ ତଥା ଏସ ଭି ନିର୍ତ୍ତର ର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ପତିତପାବନ ମହାନ୍ତି।ଗୁରୁରୁର ରୋଗୀଙ୍କୁ କଲେ ଚିକିତ୍ସା

ଭଏସ ଅଫ କମନ୍ସ

ଗଞ୍ଜେଇ ଚାଲାଣ ଅଭିଯୋଗରେ ସିପାହୀ ଙ୍କୁ ବହିଷ୍କୃତ କଲେ ଅବକାରୀ କମିଶନର ଭୁବନେଶ୍ୱର ,,୨୭ ଜୁଲାଇ ଅବକାରୀ ବିଭାଗରେ କନେଷ୍ଟବଳ ପବବୀରେ ଥାଇ ଗଞ୍ଜେଇ କାରବାରରେ ଧରାପଡିଥିବା କନେଷ୍ଟବଳ ଦୀପକ ପାଣିଗ୍ରାହୀଙ୍କୁ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ଚାକିରିରୁ ବିଦା କରିଛନ୍ତି

ମା ଲାଗିଛନ୍ତି ମୁଲ – ସଂଘର୍ଷ ଭିତରେ ଦିବ୍ୟା ଆ ଇ ପି ଏସ ରୁ ହେଲେ ଆ ଏଇ ଏସ

କଠିନ ପରିଶ୍ରମ କେବେ ବି ବୃଥାଯାଏ ନାହିଁ ବୋଲି ପ୍ରମାଣିତ କରିଛନ୍ତି ହରିୟଣା ମହେନ୍ଦ୍ରଗଡ୍ ର ଝିଅ ଦିବ୍ୟା ତନୱାର୍। ପ୍ରତିକୁଲତାର ପାହାଡ଼ ଲଦି ହୋଇପଡିଲେ ବି ନିଜ ଲକ୍ଷ୍ୟ ପଥରେ ଆଗକୁ ବଢ଼ି କିଛି ଗୋଟେ ନୂଆ କରିବା ଲାଗି ସେ ନେଇ ଥିବା ଶପଥ କୁ ଏଇ ବର୍ଷ ଆଇ ଏ ଏସ ପାଇ ସେ ଦେଖେଇ

ଇ ସହଦେବ ଖଟୁଆ ଙ୍କ ସହୃଦୟତା ବଦାନ୍ୟ ବ୍ୟକ୍ତି ଙ୍କ ପକ୍ଷରୁ ବାସହରା ଅସହାୟ ମହିଳାଙ୍କ ପାଇଁ ଗୃହ ନିର୍ମାଣ ଆରମ୍ଭ ଗରିବଙ୍କୁ ନିଜ ଆୟୄ ରୁ ପ୍ରତିବର୍ଷ ବାଣ୍ଟୁଛନ୍ତି କୋଠା ଘର । ଗୋଟିଏ ଘର ର ମୂଲ୍ୟ ପ୍ରାୟ ଚାରି ଲକ୍ଷ ହୋଇଥିଲା ବେଳେ ଏ ବର୍ଷ ଦେଲେ ଦୁଇଟି ଘର ।ମାହାଙ୍ଗା ଦେବରୀଓ

ଭଏସ ଅଫ କମନ୍ସ

ମୋ ବସ ସେବା କୁ ସାଲେପୁର ଛତିଆ ସଡକରେ ଆଗକୁ ବଢ଼ାଇବାକୁଦାବି କଲେ ସମାଜସେବୀ ମାହାଙ୍ଗା ଆ ପ୍ର ୧୬ ୦୭କଟକ ବାରବାଟି ରୁ ସାଲେପୁର କୁ ଆସୁଥିବା ମୋ ବସ ସେବା କୁ ସାଲେପୁର ଛ ତି ଆ ସଡକ ରେ ସାଲେପୁର ଠାରୁ ଆଗକୁ ଅଧିକ ଅଞ୍ଚଳକୁ ପ୍ରସାରିତ କରିବାକୁ ପୁଣି ଦାବି କଲେ ସମାଜସେବୀ

ଭଏସ ଅଫ କମନ୍ସ

ମଣିଷ ଗଛ - ମିନକେତନ ମୂଲିଆ ମଣିସ ସେ ,,ମୁଲ ଲାଗିଲେ ଚୁଲି ଜଳେ ।ନିଜର ବୋଲି ଘର ଖଣ୍ଡେ ନାହିଁ । କେନାଲ ବନ୍ଧ ଉପରେ ଚାଳିଆ କରି ପଡ଼ି ରହିଛନ୍ତି ।କଟକ ଜିଲ୍ଲା ର ସାଲେପୁର ବ୍ଲକ ରେ ମିର୍ଜପୁର ଗାଁ ରେ ସେଇ ଚାଳିଆ ରେ ପରିବାର ନେଇ ରୁହନ୍ତି ସେ । ଗଛ କୁ କିନ୍ତୁ ପୁଅ ଝିଅ

ଭଏସ ଅଫ କମନ୍ସ

ଅନନ୍ୟ ଅବିନାଶ ଆୟୂର୍ବେଦ ଇ ଆଉ ଜଣେ ଅଶ୍ଵିନୀ କୁମାର ସେ ରାଜ୍ୟରେ ଆୟୁର୍ବେଦ ଡ଼ାକ୍ତରୀ ପରୀକ୍ଷା ରେ ସଫଳତା ର ସହ ଶୀର୍ଷ ସ୍ଥାନ ଅଧିକାର କଲାପରେ ଦିଲ୍ଲୀରେ ଦେଶ ର ଅନ୍ୟତମ ପୁରାତନ ମହାବିଦ୍ୟାଳୟ ରେ ଆୟୁର୍ବେଦ ଉପରେ ଗବେଷଣା କରି ପୁଣି ନିଜ ମା ମାଟି ମାହାଙ୍ଗା

ଭଏସ ଅଫ କମନ୍ସ

ଇନ୍ ଚିତ୍ର ରେ ଚିତ୍ର ରେ ଖବର ରାଧା ଦେବୀ ଦତ୍ତ ମାହାଙ୍ଗା କଟକ ରେ ହୋଇଥିବା ରକ୍ତଦାନ ଶିବିରରେ ??? ?? ????? ????? ??????? ??? ??.?? ମା ଆମର ସାହା..🔺 🔴 🔺 ରକ୍ତ ନୁହେଁ ବରଂ ପ୍ରଥମ କରି ଜୀବନ ଦାନ ର ଇଏ ଏକ