Daily Archives

April 6, 2024

ନିର୍ବାଚନ ଆସେ ସତ୍ୟନାରାୟଣ ଦାସ କଳା ଟଂକା ମଦମାଂସଅପରାଧୀ ପିଠି ପରେ ବସି,,ନିର୍ବାଚନ ଆସେ ଦେଖଅସୁର ର ଅଟ୍ଟହାସ୍ୟ ହସି ଦେଶ ପାଇଁ ବଳିଦାନକେତେ କେତେ ଚଢ଼ିଥିଲେ ଫାସୀ ,,,ଚାରି ଆଡେ଼ ଭ୍ରଷ୍ଟାଚାରଲହୁ ଝାରେ ଆଜି ଦେଶବାସୀ ,, ସେବା ନାଁ କହି ନେତାଶୋଷଣ ଓ ସାହୁକାରି