ସମର୍ପିତ ହେଲା ଦେଶ ର ଦୁ ତୀ ୟ ପରମାଣବିକ ବୁଡ଼ା ଜାହାଜ

ଦେଶ ଆଜି ବିଶାଖାପାଟଣାରେ ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ ଅରିଘାତକୁ ନୌସେନାରେ ସାମିଲ କରି ସୃଷ୍ଟି କରିଛି ଆଉ ଏକ ଇତିହାସ । ଏହି ଅରିହନ୍ତ ଶ୍ରେଣୀର ବୁଡ଼ାଜାହାଜ ଭାରତର ଆଣବିକ ଶକ୍ତିକୁ ସୁଦୃଢ଼ କରିବା ସହ ପରମାଣୁ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ସହ ଭାରତ କୁ ଏକ ବୃହତ ସାମରିକ ଶକ୍ତି ରେ ପରିଣତ କରିବ ।
ଆଇଏନଏସ ଅରିଘାତ ସାମରିକ ସନ୍ତୁଳନ ଓ ଶାନ୍ତି ପ୍ରତିଷ୍ଠା କରିବାରେ ସହାୟକ ହେବା ସହ ରାଜ୍ୟ ନୈତିକ ସ୍ଥିରତା ରକ୍ଷା କରିବ । ଏହା ଦେଶର ସୁରକ୍ଷାରେ ବଡ ଭୂମିକା ଗ୍ରହଣ କରିବା ସହ ଉଭୟ ଚିନ ଓ ପାକିସ୍ଥାନ ପରି ରାଷ୍ଟ୍ର ର ଭାରତ ବିରୋଧୀ ଦୁଃସାହସ କୁ ପ୍ରତିହତ କରିବ ।

ଏହି ବୁଡା ଜାହାଜ ନିର୍ମାଣ ରେ ଦେଶୀୟ ଜ୍ଞାନ କୌଶଳ
ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି ।ତେବେ ଏହି ଆଣବିକ ବୁଡା ଜାହାଜ ଟି ଦେଶ ର ଦୁତିୟ ଆଣବିକ ଶକ୍ତି ପରିଚାଳିତ ବୁଡା ଜାହାଜ ।

Leave A Reply

Your email address will not be published.

5 × five =