ବିଶେଷ ଖବର Voice of Commons May 9, 2025 0 ଗୁଣାତ୍ମକ ଶିକ୍ଷା ସହ ଆଇ ପି ଟି ଭଲ ମଣିଷ ତିଆରି କାରଖାନା ହେଉ ନିର୍ତର ଓଲଟପୁର ର ନିର୍ଦେଶକ ୪୨ ବର୍ଷ ପୂରଣ କରୁଥିବା ପୁରାତନ ଫାମେସୀ ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ ରେ ଯୋଗ ଦେଇ ଏହି ଅନୁଷ୍ଠାନ ଗୁଣାତ୍ମକ ଶିକ୍ଷାର ଶିଖର ଛୁଇଁବା ସହ ଭଲ ମଣିଷ ତିଆରି କରିବାର ଏକ ଅନନ୍ୟ!-->!-->!-->…
ବିଶେଷ ଖବର Voice of Commons May 9, 2025 0 ସୁର ସଙ୍ଗୀତ ର ସାରସ୍ୱତ ସାଧକ ସୁତାର ସାର ଆଉ ନାହାନ୍ତି ଗୀତି ନାଟ୍ୟ ର ଗୀତିଗଡ ଗୌଡପଡ଼ା ରେ ପଞ୍ଚ ଭୁତ ରେ ଲିନ ହେଲେ ଋଷି ପ୍ରତିମ ଚକ୍ରଧର ଗୁରୁଜୀ ଙ୍କ ପାର୍ଥିବ ଶରୀର । କଳା ତୀର୍ଥ ତଥା ସାରସ୍ୱତ ସାଧନା ର ତୀର୍ଥ ମାଟି ମାହାଙ୍ଗା ରେ ଗଉଡ ପଡା ରେ ଜନ୍ମ ହୋଇଥିଲେ!-->!-->!-->!-->!-->!-->!-->!-->!-->!-->!-->!-->!-->…