Daily Archives

October 20, 2024

ଅବପାତ ରେ ପରିଣତ ହେଲା ଲଘୁଚାପ । ଉତ୍ତର ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ର ସମ୍ଭାବନା

ଦରିଆ ରେ ଦାନା ବାନ୍ଧିଲାଣି ଦାନା ଆସୁଛି ବାତ୍ୟା, ୨୩ ରୁ ବର୍ଷା ୨୪ ରେ ଛୁଇଁବ ଉପକୂଳ ବୋଲି ପାଣିପାଗ ବିଭାଗ ର ପୂର୍ବାନୁମାନ ଯୁ ଭାରତୀୟ ପାଣିପାଗ ବିଭାଗ ର ତଥ୍ୟ ଅନୁସାରେ ଆଗାମୀ , ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ।