Browsing Category

ବିଶେଷ ଖବର

ଭଏସ ଅଫ କମନ୍ସ

ଗଞ୍ଜେଇ ଚାଲାଣ ଅଭିଯୋଗରେ ସିପାହୀ ଙ୍କୁ ବହିଷ୍କୃତ କଲେ ଅବକାରୀ କମିଶନର ଭୁବନେଶ୍ୱର ,,୨୭ ଜୁଲାଇ ଅବକାରୀ ବିଭାଗରେ କନେଷ୍ଟବଳ ପବବୀରେ ଥାଇ ଗଞ୍ଜେଇ କାରବାରରେ ଧରାପଡିଥିବା କନେଷ୍ଟବଳ ଦୀପକ ପାଣିଗ୍ରାହୀଙ୍କୁ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ଚାକିରିରୁ ବିଦା କରିଛନ୍ତି

ଭଏସ ଅଫ କମନ୍ସ

ମୋ ବସ ସେବା କୁ ସାଲେପୁର ଛତିଆ ସଡକରେ ଆଗକୁ ବଢ଼ାଇବାକୁଦାବି କଲେ ସମାଜସେବୀ ମାହାଙ୍ଗା ଆ ପ୍ର ୧୬ ୦୭କଟକ ବାରବାଟି ରୁ ସାଲେପୁର କୁ ଆସୁଥିବା ମୋ ବସ ସେବା କୁ ସାଲେପୁର ଛ ତି ଆ ସଡକ ରେ ସାଲେପୁର ଠାରୁ ଆଗକୁ ଅଧିକ ଅଞ୍ଚଳକୁ ପ୍ରସାରିତ କରିବାକୁ ପୁଣି ଦାବି କଲେ ସମାଜସେବୀ

ଭଏସ ଅଫ କମନ୍ସ

ମଣିଷ ଗଛ - ମିନକେତନ ମୂଲିଆ ମଣିସ ସେ ,,ମୁଲ ଲାଗିଲେ ଚୁଲି ଜଳେ ।ନିଜର ବୋଲି ଘର ଖଣ୍ଡେ ନାହିଁ । କେନାଲ ବନ୍ଧ ଉପରେ ଚାଳିଆ କରି ପଡ଼ି ରହିଛନ୍ତି ।କଟକ ଜିଲ୍ଲା ର ସାଲେପୁର ବ୍ଲକ ରେ ମିର୍ଜପୁର ଗାଁ ରେ ସେଇ ଚାଳିଆ ରେ ପରିବାର ନେଇ ରୁହନ୍ତି ସେ । ଗଛ କୁ କିନ୍ତୁ ପୁଅ ଝିଅ

ଭଏସ ଅଫ କମନ୍ସ

ଅନନ୍ୟ ଅବିନାଶ ଆୟୂର୍ବେଦ ଇ ଆଉ ଜଣେ ଅଶ୍ଵିନୀ କୁମାର ସେ ରାଜ୍ୟରେ ଆୟୁର୍ବେଦ ଡ଼ାକ୍ତରୀ ପରୀକ୍ଷା ରେ ସଫଳତା ର ସହ ଶୀର୍ଷ ସ୍ଥାନ ଅଧିକାର କଲାପରେ ଦିଲ୍ଲୀରେ ଦେଶ ର ଅନ୍ୟତମ ପୁରାତନ ମହାବିଦ୍ୟାଳୟ ରେ ଆୟୁର୍ବେଦ ଉପରେ ଗବେଷଣା କରି ପୁଣି ନିଜ ମା ମାଟି ମାହାଙ୍ଗା

ଖରାଦିନେ ଘର ପାଖରେ ବା ଛାତ ଉପରେ ପକ୍ଷୀ ମାନଙ୍କ ପାଇଁ ବା ବୁଲା ପଶୁ ପକ୍ଷୀ ଙ୍କ ପାଇଁ ପାଣିର ବ୍ୟବସ୍ଥା କରନ୍ତୁ

?????? ? ????? ???????? ?????????? ???? ??????????? ???? ??????? ?? ????????? ????? ??.??.???? ???????? ?????? ??? ?????? ???? ??????? ?????? ? ???? ?????? ??? ????? ?? ??????? ?????? ???? ?????? ?????????? ???????????? ??? ???

ଚେତନାର ଚଉହଦୀରୁ.,,,ନିଆରା ନେତୃତ୍ଵ.? ମାନବବାଦ ଓ ଗାନ୍ଧୀ ଦର୍ଶନର ଅନନ୍ୟ ଅନୁଗାମୀ : ଜୟନ୍ତ ଦାସ

, ଜୟନ୍ତ ଦାସ ବହୁମୁଖି ବ୍ୟକ୍ତିତ୍ଵ ର ବିପୁଳ ବ୍ୟକ୍ତିତ୍ଵ ଜଣେ ଲେଖକ ସ୍ତମ୍ବକାର ଶିକ୍ଷାବିତ୍ ସେବଣିବୃତ୍ତ ଅତିରିକ୍ତ ସଚିବ ପାହ୍ୟା ର ଦକ୍ଷ ପ୍ରଶାସକ ଗାନ୍ଧିବାଦୀ ମାନବାଧିକାର ଅଧିବକ୍ତା ଉଚ୍ଚନ୍ୟାୟାଳୟ ର ଆଇନିଯିବି ଆଇନ ପୁସ୍ତକର ରଚୟିତା ସାମାଜିକ ଆନ୍ଦୋଳନ ର