ଛବିରେ ଖବର

ଭୁବନେଶ୍ୱର ର ଶିଶୁପାଳ ଗ ଶ୍ରୀ ଗୋକନେଶ୍ୱର୍ ମନ୍ଦିର ରେ ସାହା ପକ୍ଷରୁ ଆୟେଜିତ୍ ପରିବେଶ ପାଇଁ ଏକ ଅନୁଚିନ୍ତା ବୈଠକ ରେ ଯୋଗ ଦେଲେ ଜାତୀୟ ଜଳ ବିଦ୍ୟୁତ୍ ନିଗମ ର ପୂର୍ବତନ ମୁଖ୍ୟ ପ୍ରଶାସନିକ ଅଧିକାରୀ ସମାଜସେବୀ। ଇ ସହଦେବ ଖ ଟୁ ଆ ଓ ଟି ଭି ର ନିର୍ଦ୍ଦେଶକ ଜୟନ୍ତ ଦାସ ବରିଷ୍ଠ ସାମ୍ବାଦିକ ଅମ୍ବିକା କାନୁନଗୋ ଓମ୍ ଭାଇ ବିଶିଷ୍ଟ ପ୍ରଫେସର୍। ଡକ୍ଟର ମହେନ୍ଦ୍ର ମହାନ୍ତି ଟିକସ ପରାମର୍ଶ ଦାତ ଅଭିମନ୍ୟୁ ସାହୁ ଆଇନଯିବି ଗୀତ ରାଣୀ ବେହୁରା ସଦାଶିବ ପରିଡା ଅଶ୍ଵିନୀ ଗୋସ୍ୱାମୀ ଭାରତ ଭୂଷଣ ପଟ୍ଟନାୟକ । ସଭା ସଂଯୋଜନା କଲେ ମାନବିକ ଅଧିକାର ଅଧିବକ୍ତା ସତ୍ୟ ନାରାୟଣ

ଛବିରେ ଛବିରେ ଖବର

ଶ୍ରୀକ୍ଷେତ୍ର

ଶ୍ରୀକ୍ଷେତ୍ର ଗୋ ସେବା ଧାମ ଆଠଗଡ଼ ବାଘରI ରେ କିଛି ସମାଜ କର୍ମୀ ଙ୍କ ଦ୍ଵାରା ଭିକ୍ଷI କରାଯାଇ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ କରାଯାଉଛି ଏକ ଗୋ ସେବା ଆଶ୍ରୟ ସ୍ଥଳ

I

ସହଯୋଗ ର ହାତ ବଢ଼େଇଛନ୍ତି କିଶନ ଲାଲ ଜି

Leave A Reply

Your email address will not be published.

1 × 3 =