ଭଏସ ଅଫ କମନ୍ସ
ଅନନ୍ୟ ଅବିନାଶ
ରାଜ୍ୟରେ ଆୟୁର୍ବେଦ ଡ଼ାକ୍ତରୀ ପରୀକ୍ଷା ରେ ସଫଳତା ର ସହ ଶୀର୍ଷ ସ୍ଥାନ ଅଧିକାର କଲାପରେ ଦିଲ୍ଲୀରେ ଦେଶ ର ସର୍ବଶ୍ରେଷ୍ଠ ମହାବିଦ୍ୟାଳୟ ରେ ଆୟୂର୍ବଦ ଉପରେ ଗବେଷଣା କରି ପୁଣି ନିଜ ମା ମାଟି ମାହାଙ୍ଗା କୁ ଫେରି ପ୍ରାକୃତିକ ଉପାୟ ରେ ରୋଗୀ ମାନଙ୍କ ସେବା କରିବାକୁ ଅନନ୍ତ ଆଗ୍ରହ ତାଙ୍କର
ଡାକ୍ତର ଅବିନାଶ କର
ଡକ୍ଟର ଅବିନାଶ କର ଙ୍କ ସହ ଏକ ଅନ୍ତରଙ୍ଗ ଆ ଳା ପ