ଭଏସ ଅଫ କମନ୍ସ

ଇନ୍

ଚିତ୍ର ରେ ଚିତ୍ର ରେ ଖବର ରାଧା ଦେବୀ ଦତ୍ତ ମାହାଙ୍ଗା କଟକ ରେ

ହୋଇଥିବା ରକ୍ତଦାନ ଶିବିରରେ

??? ?? ????? ????? ??????? ??? ??.??

ମା ଆମର ସାହା..🔺 🔴 🔺

ରକ୍ତ ନୁହେଁ ବରଂ ପ୍ରଥମ କରି ଜୀବନ ଦାନ ର ଇଏ ଏକ ଅପଶୋରା ମୁହୁର୍ତ୍ତ.. ମାତୃଆରାଧନା ର ମା ମୟ ମୁହୁର୍ତ୍ତ ବାସନ୍ତୀ ଦୁର୍ଗା ଦଶମୀ ରେ ଝିଅ ଓ ମା ମାନଙ୍କ ପ୍ରଥମ ରକ୍ତଦାନ ର ଅଜସ୍ର ଆଶୀଷ ରେ ଆୟୁଷ୍ନାନ ହେଲା ଲୋହିତ କ୍ରାନ୍ତି ର ଏଇ ନୀରବ ଅଭିଯାନ…୬ ଜଣ ଗୃହୀଣି ମା ଜୀବନର ଅମୃତ ବିନ୍ଦୁରେ ଲୋହିତ କ୍ରାନ୍ତି କୁ କଲେ ଆହୁରି ମୁଖର…ଆହୁରି ଗାରିମାମୟ….ସେଇ ପ୍ରେରଣାଦାୟୀନୀ ମାତୃଶକ୍ତି କୁ। ସମାଜର ଵିନମ୍ର ପ୍ରଣାମ…

ମାତୃଆରାଧନାର ମହୁମୟ ମହାର୍ଘ୍ୟ ମୁହୁର୍ତ୍ତ ତଥା ବାସନ୍ତୀ ଦୁର୍ଗାପୁଜା ର ଦଶମୀ ପରି ଏକ ପାବନ ମହୋତ୍ସବ ର ଦିନରେ ମା ମାନେ ପ୍ରଥମ ଥର ପାଇଁ ରକ୍ତଦାନ ଦେଇ ନୁତନ ରକ୍ତଦାତା ଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାର ସା ହା ଓ ମା ରାଧା ଦେବ୍I ନ୍ୟାସ ଦ୍ଵାରା ହୋଇଥିବା ଏହି ଶିବିର ରେ ପ୍ରଚଣ୍ଡ ଗ୍ରୀଷ୍ମ କୁ ଖାତିର ନ କରି ୩୦ ବୋତଲ ରକ୍ତ କଟକ ର ରେଡକ୍ରସ ପକ୍ଷରୁ ସଂଗ୍ରହ କରାଯାଇଥିଲା ।


??????? ?????????????? ?????? ???????? ??? ??? ??

??????? ???????

Leave A Reply

Your email address will not be published.

one × two =