Monthly Archives

August 2023

ରେଳବାଇ ବୋର୍ଡ ର ପ୍ରଥମ ମହିଳା ଅଧ୍ୟକ୍ଷା ଶ୍ରୀମତୀ ଜୟା ବର୍ମା ଶର୍ମା ରେଳବାଇ ବୋର୍ଡ ର ପ୍ରଥମ ମହିଳା ଅଧ୍ୟକ୍ଷା ଭାବେନିଯୁକ୍ତି ପାଇବାକୁ ଯାଉଥିଲା ବେଳେ ସେ ମୁଖ୍ୟ ପରିଚାଳନା ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିବେ । ୧୯୮୮ ମସିହାରେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟ ରୁ ଶିକ୍ଷା

ଭଏସ ଅଫ କମନ୍ସ

ଛବିରେ ଖବର ଜୀ ୨୦ ମହାଧିବେସନ୍ ଜାତି ସଂଘ୍ ସୁରକ୍ଷା ପରିଷଦ ର ସ୍ଥାୟୀ ସଦସ୍ୟତା କୁ ସମର୍ଥନ କଲେ ଆମେରିକା ର ରାଷ୍ଟ୍ରପତି ବାସ୍ତବ ଜୀବନର ବିଶ୍ଵକର୍ମା ୟୁରେକl ଇସ୍ରୋ

ଶ୍ରୀମତୀ ପ୍ରମିଳା ମଲ୍ଲିକ ହେଲେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି/ଚନ୍ଦ୍ର ରେ ହେଉଛି ସୂର୍ଯ୍ୟୋଦୟ & ପୁଣି…

ଅସଜଡା ଶିକ୍ଷାନୀତି ଗୁଣତ୍ମକ ଶିକ୍ଷା..... ବିପୁଳ ସମ୍ଭାବନା ସରକାର ବିଦ୍ୟାଳୟ। ଗୁଡ଼ିକ ର ରୂପାନ୍ତରଣ କାର୍ଯ୍ୟ ଖୁବ୍ ଜୋର୍ ସୋର୍ ରେ କରୁଥିଲା ବେଳେ ଶିକ୍ଷାର ମାନ କେମିତି ବଢ଼ି ପାରିବ ସେ ବିଷୟରେ ଚିନ୍ତା କରିବାର ସମୟ ଆସିଛି ।ବିଗତ ତିନି ଦଶକ ତଳେ ଗ୍ରାମାଞ୍ଚଳରେ ସ୍କୁଲ

ଭଏସ ଅଫ କମନ୍ସ

ଗୋମାତା ର ଘାସ ମାରୁଛି କିଏ, ପ୍ଲାଷ୍ଟିକ ଘାସ କିଣୁଛି କିଏ ? ବୃତ୍ତିରେ ସୁଧାଂଶୁ ରାଉତ୍ ଜଣେ ବରିଷ୍ଟ ବ୍ୟlଙ୍କ ପରିଚାଳକ ହେଲେ ପ୍ରବୃତ୍ତିରେ ଜଣେ ସମାଜସେବୀ ।ନୀରବ ରେ ସମାଜ ପାଇଁ ବହୁକ୍ଷେତ୍ର ରେ ମୁଖର ସେ । ନିସର୍ତ୍ତ ନିଶ୍ଵlର୍ଥ ତାଙ୍କ ସେବାର ର ବିନ୍ଦୁ ବଳୟ । ନିରୋଳା ସେବା

ଭଏସ ଅଫ କମନ୍ସ

ଚନ୍ଦ୍ର ପୃଷ୍ଟ ରୁ ଆସିଲା ପ୍ରଥମ ଛବି।ସାରା ପୃଥିବୀ ରେ ପଡ଼ିଗଲା ଚହଳ । ଚନ୍ଦ୍ର ରେ ଚମକିଲା ଭାରତ । ସ୍ଵାଧୀନତା ଦିବସ ର ଅଗଷ୍ଟ ,ଭାରତ ଛାଡ ର ଅଗଷ୍ଟ , ଶ୍ରୀ ଅରବିନ୍ଦ ଙ୍କ ଜନ୍ମ ଦିନ ର ଅଗଷ୍ଟ ରେ ଏକାକାର ହୋଇ ଅଗଷ୍ଟ କୁ କ୍ରାନ୍ତି ର ମହାନ୍କାଳଖଣ୍ଡ ରେ

ଭଏସ ଅଫ କମନ୍ସ

ଛବିରେ ଖବର ପଟ୍ଟାମୁଣ୍ଡାଇ କେନାଲ ର ଜଳେଶ୍ୱରପୂର୍ ଠାରେ କେନାଲ କୁ ପଶିଲା କାର ଆଲୋକ ଚିତ୍ର ,ସୌଜନ୍ୟ,ଇସ୍ରୋ ଜନୌଶଧି ନ ଲେଖିଲେ ହେବ କାର୍ଯ୍ୟାନୁଷ୍ଠାନ ଜନାଉଷଧି ପ୍ରତି ଏବେ ସାରା ଦେଶରେ ଆଗ୍ରହ ପରିଲକ୍ଷିତ ହେଉଥିଲା ବେଳେ ଏହାକୁ

ବଙ୍ଗୋପସାଗର ରେ। ଦାନା ବାନ୍ଧୁଛି ଲଘୁଚାପ +ଆଜି ଗଗ ନାୟାନ ର ପରୀକ୍ଷା ମୂଳକ ଉତକ୍ଷେପଣ

ଜହ୍ନ ମାମୁଁ ଘର ଆଉ ନୁହେଁ ଦୂର,, ଜହ୍ନ ମାମୁଁ ସହିତ ଶୈଶବ ରୁ କେମିତି ଏକ ଆବେଗିକ ସମ୍ପର୍କ ଆମର । ବୋଉ କୋଳ ହେଉ କି ବାପା ଙ୍କ କlନ୍ଧ । ସେଇଠୁ ଦୂର ଆକାଶ ରେ ଏଇ ମାମୁଁ ଙ୍କୁ ଦେଖିବାର ଅଭୁଲା ଅନୁଭବ ବଡ ହେଲା ପରେ ବି ଆନ୍ଦୋଳିତ କରେ ପ୍ରତିଟି ହୃଦୟ । ଅଝଟ ହେଲେ ଏଇ ଜହ୍ନ

କାଠଯୋଡ଼ି ରୁ ମିଳିଲା ନରାଜ ରୁ ନିଖୋଜ ଛାତ୍ର ଙ୍କ ଶବ କଟକ ୮/୦୮ ଗତ ଆଠ ତାରିଖ ରେ କଟକ ର ଏକ ଘରୋଇ ମହାବିଦ୍ୟାଳୟ ର ୮ ,ଜଣ ଛାତ୍ର ମହାନଦୀ କୁ ଗାଧୋଇ ଆସିଥିଲେ ଓ ୨ ଜଣ କଲେଜ ଛାତ୍ର ବୁଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତ ଛାତ୍ର

ଭଏସ ଅଫ କମନ୍ସ

ଛବିରେ ଖବର ଥେପ୍ରାକାଡୁ ବ୍ୟାଘ୍ର ଅଭୟାରଣ୍ୟରେ ମହାମହିମ ରାଷ୍ଟପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହସ୍ତୀ ଶିବିର ର ମାହୁନ୍ତ ଙ୍କ ସହ କଥା ହେଉଛନ୍ତି

ବଦଳିବ ଆଇ ପି ସି /ସି ଆ ର ପି ସି / ଏ ଭି ଡେ ନସ୍ ଏକ୍ଟ ଲୋକସଭା ରେ ବିଲ ଆଗତ

କବିତା ସହର ରେ ଅଛି ଖାଲି ଜହର ସକାକ ତ ଧୁଳି ଧୁଆଁ….. ସଂଜ ଏଠି ମରିଛି…ଦେହଜୀବି ପାଖେ ସବୁ… ରାତି ଯାକ ସରିଛି..ଡାହାଣୀ ଆଲୁଅ ଏଠି…. ଜହ୍ନ ଜମା ଦିଶୁନି..ଖାଲି ପାପ କାହା ମନ ….କାହା ସାଥେ ମିଶୁନି..କିଏ ଜଣେ କାହା ପାଇଁ…ଲୁହ ବୁନ୍ଦେ ଦିଏନାମଦ ଏଠି ଗଦ ହୁଏ