ପ୍ରତିରକ୍ଷା ଉପକରଣ ରେ ଭାରତ ର ରପ୍ତାନି ଆୟ ୩୮ ହଜାର କୋଟି ରୁ ଅଧିକ

ଦେଶ ପ୍ରତିରକ୍ଷା ପାଇଁ ଉତ୍ପାଦନ ରେ କେବଳ ଆତ୍ମନିର୍ଭରଶୀଳ ହୋଇନି ବରଂ ରପ୍ତାନୀ କରି ସୃଷ୍ଟି କରୁଛି ଇତିହାସ।

ବିଗତ ଆର୍ଥିକ ବର୍ଷବ୍ ୨୦୨୫-୨୬ ରେ ଭାରତ ୩୮୪୨୪ ( ୪.୫ ବିଲିଅନ ୟୁ ଏସ ଡଲାର) ରେ ପହଞ୍ଚିଛି ।ଦିନ ଥିଲା ନିଜର ସୁରକ୍ଷା ପାଇଁ ଦେଶ ଅନ୍ୟ ଦେଶ ପାଖରେ ଗୋଡ଼ ଭାଙ୍ଗି ଠିଆ ହେଉ ଥିଲା ବେଳେ ଏବେ ଆମେରିକା ଇସ୍ରାଏଲ ପରି ବହୁ ଦେଶ ଭାରତ ପକ୍ଷରୁ ଅସ୍ତ୍ର ଶସ୍ତ୍ର କିଣିବା ଭାରତୀୟ ବୈଜ୍ଞାନିକ ଇଞ୍ଜିନିୟର ଓ ବୈଷୟିକ ସହକାରୀ ମାନଙ୍କ ର ଅକ୍ଲାନ୍ତ ପରିଶ୍ରମ ର ଫଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।ଏବେ ୮୦ ରୁ ଅଧିକ ରାଷ୍ଟ୍ର ଦେଶ କୁ ନିର୍ମିତ ବ୍ରହ୍ମୋଷ ମିସାଇଲ ଆକାଶ କ୍ଷେପଣାସ୍ତ୍ର ପିନାକ ରକେଟ୍ ଲଞ୍ଚର ରପ୍ତାନି କରାଯାଉଛି ।ତେବେ ଦେଶ ୨୦୨୯ ସୁଦ୍ଧା ୫୦୦୦୦ କୋଟି ଟଙ୍କା ର ରପ୍ତାନି କରିବାକୁ ଲକ୍ଷ ରଖିଛି

Leave A Reply

Your email address will not be published.