ଅହମ୍ମଦାବାଦ ଏୟାରଇଣ୍ଡିଆ ବିମାନ ର ମର୍ମନ୍ତୁଦ ଦୁର୍ଘଟଣା: ସମସ୍ତ ଯାତ୍ରୀ ଙ୍କ ମୃତ୍ୟୁ ଆଶଙ୍କା କରାଯାଉ ଥିଲା ବେଳେ ଜଣେ ଏହି ଦୁର୍ଘଟଣା ରେ ଜୀବିତ ଅବସ୍ଥା ରେ ଉଦ୍ଧାର

ଦେଶ ବ୍ୟାପି ଶୋକ ର ଲହରୀ ।ବିମାନ ରେ ଥିଲେ ବ୍ରିଟେନ ପର୍ତ୍ତୁଗୀଜ୍ ଓ କାନାଡା ର ନାଗରିକ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପଣି ଙ୍କ ପରଲୋକ

ବିଜୟ ରୁପଣି ଙ୍କ ର ଦୁର୍ଘଟଣା ରେ ମୃତ୍ୟୁ
ଦେଶବ୍ୟାପୀ ଶୋକ ର ଛାୟା ।

ଦୁର୍ଘଟଣା ରେ ଜଣେ ଜୀବିତ ଅବସ୍ଥା ରେ ଉଦ୍ଧାର


ଉଡାଣ ସମୟ ମାତ୍ର କେଇ ମିନିଟ ଭିତରେ ଏୟାର ଇଣ୍ଡିଆ ର ବିମାନ ଟି ଦୁର୍ଘଟଣା ଗସ୍ତ । ଏହି ବିମାନରେ ଜଣେ ଜୀବିତ ଭାବେ ଥିଲା ବେଳେ ୨୪o ଜଣ ଯାତ୍ରୀଙ୍କର ଦେହାନ୍ତ ହୋଇଛି । ସେଥିରୁ ୧୭୫ ଜଣ ଭାରତୀୟ ବୋଲି ଜଣାପଡିଛି । ଯାତ୍ରୀଙ୍କ ସହ ୨ ଜଣ ପାଇଲଟ ଏବଂ ୧୦ ଜଣ ବିମାନ କର୍ମଚାରୀ ମଧ୍ୟ ଥିଲେ। ଏୟାର ଇଣ୍ଡିଆ AI-171 ବିମାନ ଟି ଦିଲ୍ଲୀ ଆସି ଅହମଦାବାଦ ରେ ପହଞ୍ଚିଲା ପରେ ପୁଣି ଅହମ୍ମଦାବାଦରୁ ଲଣ୍ଡନ (ଗ୍ୟାଟୱିକ୍) ଅଭିମୁଖେ ୭୦୦୦ କି ନି ଯାତ୍ରା ଆରମ୍ଭ କରିଥିଲା । ଏହି ବିମାନ ରେ ଲକ୍ଷେ ଲିଟର ର ଇନ୍ଧନ ଗଚ୍ଛିତ ଥିଲା
ଦିନ ପାଖାପାଖି ସାଢ଼େ ୧.୩୮ରେ ଉଡ଼ାଣ ଆରମ୍ଭ ହେବାର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ବିମାନ ର କିଛି ଅଂଶ ତଳେ ଥିବା ଏମ ବି ବି ଏସ ଛାତ୍ର ରହିଥିବା ଏକ କୋଠା ଉପରେ ପଡ଼ିଥିବାରୁ ବହୁ ଛାତ୍ର ଙ୍କ ର ମୃତ୍ୟୁ। ର ଆଶଙ୍କା କରାଯାଉଛି।

ଦୁର୍ଘଟଣା ରେ ବଞ୍ଚି ଯାଇଥିବା ଯାତ୍ରୀ ଙ୍କ ଚାଲିଛି ଚିକିତ୍ସା

Leave A Reply

Your email address will not be published.