ଜାଗୁଳାଇ ପୀଠ ତିହୁଡା ରେ ଶ୍ରୀଭାଗବତ ଅଭିଯାନ

ଆଧ୍ୟାତ୍ମିକ ଜାଗରଣ ପାଇଁ ତଥା ଭାଷା ସଂସ୍କୃତି ର ସୁରକ୍ଷା ପାଇଁ ଜାରି ରହିଛି ଅନନ୍ୟ ପ୍ରୟାସ

ଶ୍ରୀ ଭାଗବତ ଅଭିଯାନ


ଜଗତସିଂହପୁର

ଜାଗୁଳାଇପୀଠ ତିହୁଡ଼ା, ନାଉଗାଁ, ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ତଥା ତା ଡି ସ ରୁ ମିଶାନ ର ଉପଦେଷ୍ଟା ଡାଃ ବନୋଜ କୁମାର ରାୟ, ଙ୍କ ନେ ତ୍ରୁ ତ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମଞ୍ଜରୀ ଦେଓ, ସୌଭାଗିନୀ ରାୟ, ଓମ ପ୍ରକାଶ ମହାନ୍ତି ପ୍ରଭୁତି ଅଂଶ ଗ୍ରହଣ କରିଥିଲେ। ଭାଗବତ ବଣ୍ଟନ, ପଠନ ସହିତ ଉପସ୍ଥିତ ଶ୍ରଦ୍ଧାଳୁ ଓ ଭାଗବତ ପ୍ରେମି ମାନେ ଶ୍ରୀ ଚି ଟା ଉ ଲେଖିଥିଲେ ଓ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଶତାଧିକ ଓଡିଆ ସପଥ ନେଇଥିଲେ।

Leave A Reply

Your email address will not be published.