କାଉଡ଼ିଆ ଙ୍କ ସଲିଳ ସମାଧି

ଓଡ଼ିଶା ର ବିଭିନ୍ନ ନଈ ଘାଟ ରେ ଏବେ ଶୈବ ପୀଠ ରେ ଜଳଲାଗି କରିବା ଲାଗି ଭିଡ ଲାଗିଥିଲା ବେଳେ ଭଦ୍ରକ ଜିଲ୍ଲା ଭଣ୍ଡାରପୋଖରୀ ଅଞ୍ଚଳ ର ପୁରୁଷୋତ୍ତମପୂର୍ ଅଞ୍ଚଳ ର ଦେବେନ୍ଦ୍ର ସାମଲ ଙ୍କ ପୁଅ ପ୍ରଶାନ୍ତ ସାମଲ ପାଣି ଉଠାଇବାକୁ ଯାଇଥିଲା ବେଳେ ତାଙ୍କ ଗୋଡ ଖସି ଯାଇଥିବାରୁ ସେ ପାଣି ରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ସ୍ଥାନୀୟ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା ବେଳେ ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା ।ତେବେ ତାଙ୍କ ଅକଲ ବିୟୋଗ ରେ ବିଭିନ୍ନ ମହଲ ରେ ଶୋକ ଛାଇ ଯାଇଥିଲା ବେଳେ ଯେଉଁ ସ୍ଥାନରେ କାଉଡ଼ିଆ ମନେ ପାଣି ଭାର ଉଠାଉଛନ୍ତି ସେଠାରେ ବ୍ୟାପକ ଭାବ ରେ ଉଦ୍ଧାରକାରୀ ଙ୍କୁ ମୃତାୟନ୍ କରାଯିବାକୁ ଜନ ସାଧାରଣ ରେ ଦାବି କରାଯାଇଛି ।

Leave A Reply

Your email address will not be published.

3 × 4 =