Daily Archives

April 6, 2026

ପ୍ରତିରକ୍ଷା ଉପକରଣ ରେ ଭାରତ ର ରପ୍ତାନି ଆୟ ୩୮ ହଜାର କୋଟି ରୁ ଅଧିକ ଦେଶ ପ୍ରତିରକ୍ଷା ପାଇଁ ଉତ୍ପାଦନ ରେ କେବଳ ଆତ୍ମନିର୍ଭରଶୀଳ ହୋଇନି ବରଂ ରପ୍ତାନୀ କରି ସୃଷ୍ଟି କରୁଛି ଇତିହାସ। ବିଗତ ଆର୍ଥିକ ବର୍ଷବ୍ ୨୦୨୫-୨୬ ରେ ଭାରତ ୩୮୪୨୪ ( ୪.୫ ବିଲିଅନ ୟୁ ଏସ ଡଲାର) ରେ ପହଞ୍ଚିଛି