ବିଶେଷ ଖବର voiceofcommons Feb 15, 2026 0 ଏକ ଅନନ୍ୟ ଶୈବ ପୀଠ ସହସ୍ରଲିଙ୍ଗ ଙ୍କ ଗାଁ କୁଟନୀ ପଦର କୋରାପୁଟ ରେ ଖାଲି ପ୍ରକୃତି ର ନୈସର୍ଗିକ ଶୋଭା ରାଜି ନାହିଁ ବରଂ ଏଠାରେ ରହିଛି ଅନେକ ଗୁପ୍ତ ଆଉ ରହସ୍ୟ ମୟ ଆଧ୍ୟାତ୍ମିକ ପୀଠ । ଯେମିତି କୁଟ ନି ପଦର ର ପାହାଡ ଉପରେ ଥିବା ସହସ୍ର ଶିବ ଲିଙ୍ଗ ଙ୍କ ପୀଠ ଏଠାରେ ଶୈବ ଆଉ ବୈଷ୍ଣବ!-->!-->!-->!-->!-->…