Monthly Archives

February 2026

କଳା କୁବେର ର କାରନାମା ସରକାରୀ କର୍ମଚାରୀ ଙ୍କ ଦୁର୍ନୀତି ପାଇଁ ସାଧାରଣ ମଣିଷ ନିର୍ଯ୍ୟାତିତ । ପାଉନି ନ୍ୟାୟ,ହେଉଛି ବିଭିନ୍ନ ସେବାରୁ ବଞ୍ଚିତ ,ମାନବିକ ଅଧିକାର ହେଉଛି ଉଲଘଂନ ।ଆଇନ କାନୁନ କୁ ବେଖାତିର କରି ବଢ଼ି ଚାଲିଛି ସରକାରୀ କଳ ରେ ଏହି ସୈତାନ୍ ମାନଙ୍କ ସଂଖ୍ୟା ।ରାଜନେତା ଓ

ମାନସିକ ବିକୃତ ଙ୍କ ପାଇଁ ଆଉ ଜଣେ ଦ୍ୱିତୀୟ ମାଧବ ପ୍ରଫେସର ଡାକ୍ତର ନୀଳମାଧବ ରଥ…ପାଗଳ ଙ୍କୁ ପାଗଳ ପରି ଭଲପାଉଥିବା ମଣିଷ ମାନଙ୍କ ଭିତରେ ଦୁତୀୟ ଇଶ୍ଵର ସେ… ମାନସିକ ବିକୃତ ଙ୍କ ଭିଡ ଭିତରୁ ମାଧବ ଙ୍କୁ ଖୋଜୁଥିବା ମହନୀୟ ମାନବବାଦ ର ମମତାମୁଖର ମହାନ ବ୍ୟକ୍ତିତ୍ବ..

ମା ରାଧାଦେବି ଦତ୍ତ ନ୍ୟାସ ଭୌତିକ ଚିକିତ୍ସା କେନ୍ଦ୍ର ର ଭୂମି ପୂଜନ ମାହାଙ୍ଗା ଭଉଁରିଆ ପଞ୍ଚାୟତ ଅନ୍ତର୍ଗତ ରାମକାପୂର୍ ଗାଁ ରେ ଅବସ୍ଥିତ ଦାତବ୍ୟ ଭୌତିକ ଓ ହୋମୀଓ ଚିକିତ୍ସା ସେବା କେନ୍ଦ୍ର ର ଗୃହ ନିର୍ମାଣ ନ୍ୟାସ ର ଅଧ୍ୟକ୍ଷ ପ୍ରଫେସର ଦେବୀ ଦାସ ଙ୍କ ପୌରହିତ୍ୟ ରେ

ଏକ ଅନନ୍ୟ ଶୈବ ପୀଠ ସହସ୍ରଲିଙ୍ଗ ଙ୍କ ଗାଁ କୁଟନୀ ପଦର କୋରାପୁଟ ରେ ଖାଲି ପ୍ରକୃତି ର ନୈସର୍ଗିକ ଶୋଭା ରାଜି ନାହିଁ ବରଂ ଏଠାରେ ରହିଛି ଅନେକ ଗୁପ୍ତ ଆଉ ରହସ୍ୟ ମୟ ଆଧ୍ୟାତ୍ମିକ ପୀଠ । ଯେମିତି କୁଟ ନି ପଦର ର ପାହାଡ ଉପରେ ଥିବା ସହସ୍ର ଶିବ ଲିଙ୍ଗ ଙ୍କ ପୀଠ ଏଠାରେ ଶୈବ ଆଉ ବୈଷ୍ଣବ

ଏସିଆନ ଲାକ୍ରସ ରେ ମାହାଙ୍ଗା ମାଟି ର ମହକ ସାଉଦି ର ରୀୟଦ୍ ଠାରେ ଅନୁଷ୍ଠିତ ଏସିଆନ ଲାକ୍ରସ କ୍ରୀଡା ରେ ଭାରତୀୟ ଦଳ ଇରାକ କୁ ୯-୨ ରେ ପରାଜିତ କରି ସ୍ୱର୍ଣ୍ଣ ପଦକ ବିଜେତା ହେବା ସହ ଆଗାମୀ ଅଲମ୍ପିକ୍ସ କ୍ରୀଡା ରେ କ୍ୱାଲିଫାଇଙ୍ଗି କ୍ରୀଡା ରେ ଭାଗ ନେବା ପାଇଁ ଭାରତ ଯୋଗ୍ୟ