କୋରାପୁଟ କୋଟିଆ ର ଶ୍ରୀ ଜଗନ୍ନାଥ ମନ୍ଦିର
ଓଡ଼ିଶା ଆନ୍ଧ୍ର ଉପାନ୍ତ ର କୋରାପୁଟ ଜିଲ୍ଲା ରେ କୋଟିଆ ।
ଏକ ବହୁ ଚର୍ଚ୍ଚିତ ସୁନ୍ଦର୍ ସବୁଜ ପାହାଡ ଜଙ୍ଗଲ ଝରଣା ରେ ପରିବେଷ୍ଠିତ ଅଞ୍ଚଳ । ପଟାଙ୍ଗି ବ୍ଲକ ଓ କୋଟିଆ ପଞ୍ଚାୟତ ର ପ୍ରକୃତି ର ଦିବ୍ୟ ରୂପ କାନ୍ତି ର ଗାଁ ଇଏ।
ଖଣିଜ ସମ୍ପଦ ରେ ଭରପୁର ଏହି ଅଞ୍ଚଳ ଉପରେ ପଡୋଶୀ!-->!-->!-->!-->!-->!-->!-->…