Daily Archives

January 17, 2026

ମାନବବାଦ ର ସ୍ୱର ରେ ଅନୁରଣିତ ବିବେକାନନ୍ଦ ଦାସ ଙ୍କ ଲିଖିତ ବହି ମାନବିକତା ର ବିଚାର

ସ୍ତମ୍ୱକାର ସମାଜସେବୀ ସୂଚନା ଓ ମାନବାଧିକାର ସୁରକ୍ଷା ର ଏକ ସମର୍ପିତ ଅନୁଷ୍ଠାନ ବିବେକାନନ୍ଦ ଦାସ ବିଚାର ଆଉ ବିବେକ ର ବର୍ଗ ବନ୍ଧନୀ ର ବିନ୍ଦୁ ବଳୟ ଭିତରେ ବହୁଧା ବିଭକ୍ତ ବିପୁଳ ତାଙ୍କ ର ବ୍ୟକ୍ତିତ୍ଵ । ନିରୁତା ମାନବ ବାଦ ର ମନ୍ତ୍ର ରେ ମୁଖର ତାଙ୍କର ନିରୋଳା ଜୀବନ