Daily Archives

February 23, 2025

ଆଇ ନାହାନ୍ତି ଗୀତି କବି କୃଷକ ନେତା ତଥା ଶିକ୍ଷାବିତ୍ ନରେନ୍ଦ୍ର ପରିଡ଼ା । ତାଙ୍କ ପରଲୋକ ରେ ମାହାଙ୍ଗା ରେ ଶୋକ ର ଛାୟା ମାହାଙ୍ଗା ର ବର୍ଷୀୟାନ ଗୀତି କବି ଅବସର ପ୍ରାପ୍ତ ଶିକ୍ଷକ କୃଷକ ନେତା ତଥା ସରଳ ଦରଦୀ ମଣିଷ ଭାବେ ଜଣାଶୁଣା ନରେନ୍ଦ୍ର ପରିଡ଼ା ଙ୍କ ର ପରଲୋକ ହୋଇଯାଇଛି ।