ବିଶେଷ ଖବର Voice of Commons Feb 10, 2025 0 ଭଏସ ଅଫ କମନ୍ସ ନିଉଜ ଡେସ୍କ ରାଜଧାନୀ ରେ ଷଣ୍ଢ ଆକ୍ରମଣ ରାଜଧାନୀରେ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧା ହେମଲତା ଦାସ ଙ୍କ ର ପରଲୋକ ଘଟିଛି । ଷଣ୍ଢ ଆକ୍ରମଣରେ କିଛି ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ରାଜଧାନୀ ଉପକଣ୍ଠ ରୋକୋଟ ଗାଁରେ କିଛି ଦିନ ହେବ ଏକ ଷଣ୍ଢ ର ଆତଙ୍କ!-->!-->!-->!-->!-->!-->!-->…