ଆସ ଜୀବନ ଧନ ମୋର ପଖାଳ କଂସା…ପଖାଳ ର ପରାକାଷ୍ଠା…ଭରି ରହିଛି ରୋଗ ପ୍ରତିରୋଧକ ଶକ୍ତି..
ଓଡ଼ିଆ ର ପ୍ରାଣ ଯେମିତି ପଖାଳ,,,ତାର ଶିରା ପ୍ରଦିରା ରେ ଯେମିତି ତୋରାଣି ରକ୍ତ ହେଇ ହେଉଛି ପ୍ରବାହିତ,,ଖାଲି ଓଡ଼ିଆ ନୁହଁ ତାର ପ୍ରାଣ ଧନ ବଡ ଠାକୁର କାଳିଆ ଆଉ ଦାରୁ ଦିଅଁ ମାନଙ୍କ ର ବି ଏଇ ପଖାଳ ରେ ବଡ ସରଧା ,,ଟିପେ ଲୁଣ କଞ୍ଚା ଲଙ୍କା ବାଡି ର ଶାଗ କି ବଡ଼ି ଚୁରା କି!-->!-->!-->!-->!-->!-->!-->…