Daily Archives

August 15, 2020

ଶିକ୍ଷାଦାନ ସେବାରେ ସମର୍ପିତ ସୁଦୀପ୍ତ

ସୁଦୀପ୍ତ ଦାଶ ।ରକ୍ତ ଦାନ ପରିବେଶ ସୁରକ୍ଷା ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ସମାଜ ସେବାରେ ସମର୍ପିତ ଏକ ନିଆରା ଯୁବକ ସେ ।୩୩ ବର୍ଷ ବୟସ ରେ ୩୦ ଥର ରୁ ଅଧିକ ଥର ରକ୍ତ ଦାନ କରିଛନ୍ତି ସେ ।ପଦାର୍ଥ ବିଜ୍ଞାନ ର ଜଣେ ଅଧ୍ୟାପକ ଭାବେ ଶିକ୍ଷାଦାନ ରେ ଯେତିକି ଶ୍ରଦ୍ଧା ସାଉଁଟିଛନ୍ତି ତାହା