Browsing Category

ସମାଜ ପାଇଁ କାମ

ଅନ୍ତରଙ୍ଗ ଅନୁଭୂତିର ଅନ୍ତସ୍ୱର ହୃଦରୋଗ ଡ଼ାକ୍ତର ପ୍ରଭାତ ବାବୁ, ଜଣେ ଦେବତୁଲ୍ୟ ଚିକିତ୍ସକ ରାଜ୍ୟ ର ବିଶିଷ୍ଟ ତଥା ଅନ୍ୟତମ ବରିଷ୍ଠ ସାମ୍ବାଦିକ ତଥା ବହୁ ଜାତୀୟ ସ୍ତର ର ଇଂରାଜୀ ଓଡ଼ିଆ ହିନ୍ଦୀ ଓ ମରାଠୀ ଦୈନିକ ଖବର କାଗଜ ପାଇଁ ରାଜ୍ୟ ର ପ୍ରତିନିଧି ଭାବେ କାର୍ଯ୍ୟ

ଭଏସ ଅଫ କମନ୍ସ

ଛବିରେ ଖବର ଜୀ ୨୦ ମହାଧିବେସନ୍ ଜାତି ସଂଘ୍ ସୁରକ୍ଷା ପରିଷଦ ର ସ୍ଥାୟୀ ସଦସ୍ୟତା କୁ ସମର୍ଥନ କଲେ ଆମେରିକା ର ରାଷ୍ଟ୍ରପତି ବାସ୍ତବ ଜୀବନର ବିଶ୍ଵକର୍ମା ୟୁରେକl ଇସ୍ରୋ

ଭଏସ ଅଫ କମନ୍ସ

ଆଲେଖ୍ୟ - ସତ୍ୟ ନାରାୟନ ଦାସ କାର୍ଯ୍ୟକାରୀ ସମ୍ପାଦକ ଭଏସ ଏଫ୍ କମନ୍ସ ଗାଁ ମାଟିର ଗାରୀମାରେ ବିଭୋର ଆଉ ଜଣେ ଅଶ୍ଵିନୀ କୁମାର ପ୍ରଫେସର ଡାକ୍ତର ସୂର୍ଯ୍ୟ ପ୍ରକାଶ ଶିବ ନାରାୟଣ ଚୌଧୁରୀ ୦୮/୦୨/୨୦୨୪ ସ୍ୱରୁପା ବିରୂପା ର ନଇ ପଠା, ପାଳ ଭୁତ ଶରତ ର କାଶ ତଣ୍ଡି

ଇ ସହଦେବ ଖଟୁଆ ଙ୍କ ସହୃଦୟତା ବଦାନ୍ୟ ବ୍ୟକ୍ତି ଙ୍କ ପକ୍ଷରୁ ବାସହରା ଅସହାୟ ମହିଳାଙ୍କ ପାଇଁ ଗୃହ ନିର୍ମାଣ ଆରମ୍ଭ ଗରିବଙ୍କୁ ନିଜ ଆୟୄ ରୁ ପ୍ରତିବର୍ଷ ବାଣ୍ଟୁଛନ୍ତି କୋଠା ଘର । ଗୋଟିଏ ଘର ର ମୂଲ୍ୟ ପ୍ରାୟ ଚାରି ଲକ୍ଷ ହୋଇଥିଲା ବେଳେ ଏ ବର୍ଷ ଦେଲେ ଦୁଇଟି ଘର ।ମାହାଙ୍ଗା ଦେବରୀଓ

ଭଏସ ଅଫ କମନ୍ସ

ମଣିଷ ଗଛ - ମିନକେତନ ମୂଲିଆ ମଣିସ ସେ ,,ମୁଲ ଲାଗିଲେ ଚୁଲି ଜଳେ ।ନିଜର ବୋଲି ଘର ଖଣ୍ଡେ ନାହିଁ । କେନାଲ ବନ୍ଧ ଉପରେ ଚାଳିଆ କରି ପଡ଼ି ରହିଛନ୍ତି ।କଟକ ଜିଲ୍ଲା ର ସାଲେପୁର ବ୍ଲକ ରେ ମିର୍ଜପୁର ଗାଁ ରେ ସେଇ ଚାଳିଆ ରେ ପରିବାର ନେଇ ରୁହନ୍ତି ସେ । ଗଛ କୁ କିନ୍ତୁ ପୁଅ ଝିଅ

ଭଏସ ଅଫ କମନ୍ସ

ଅନନ୍ୟ ଅବିନାଶ ଆୟୂର୍ବେଦ ଇ ଆଉ ଜଣେ ଅଶ୍ଵିନୀ କୁମାର ସେ ରାଜ୍ୟରେ ଆୟୁର୍ବେଦ ଡ଼ାକ୍ତରୀ ପରୀକ୍ଷା ରେ ସଫଳତା ର ସହ ଶୀର୍ଷ ସ୍ଥାନ ଅଧିକାର କଲାପରେ ଦିଲ୍ଲୀରେ ଦେଶ ର ଅନ୍ୟତମ ପୁରାତନ ମହାବିଦ୍ୟାଳୟ ରେ ଆୟୁର୍ବେଦ ଉପରେ ଗବେଷଣା କରି ପୁଣି ନିଜ ମା ମାଟି ମାହାଙ୍ଗା

ଭଏସ ଅଫ କମନ୍ସ

ଇନ୍ ଚିତ୍ର ରେ ଚିତ୍ର ରେ ଖବର ରାଧା ଦେବୀ ଦତ୍ତ ମାହାଙ୍ଗା କଟକ ରେ ହୋଇଥିବା ରକ୍ତଦାନ ଶିବିରରେ ??? ?? ????? ????? ??????? ??? ??.?? ମା ଆମର ସାହା..🔺 🔴 🔺 ରକ୍ତ ନୁହେଁ ବରଂ ପ୍ରଥମ କରି ଜୀବନ ଦାନ ର ଇଏ ଏକ

ଭଏସ ଅଫ୍ କମନ୍ସ

ଛବିରେ ଖବର ଓଳେଇଲେ ଓଳାଶୁଣି ଓଳସୁଣି ଯାତ୍ରା ପରେ ସାହା ସାମାଜିକ ସଂଗଠନ ନେତୃତ୍ବରେ ସମାଜସେବୀ ଙ୍କ ଦ୍ଵାରା ସଫେଇ କାର୍ଯକ୍ରମ ଓଳେଇଲେ ଓଳାଶୁଣି..ଆଉ ହେଲା ମାନସ ମନ୍ଥନ..୧୯ ଫେବ୍ରୁଆରୀ ୨୦୨୩ ସାହା ନ୍ୟୁଜ

ଛବିରେ ଖବର ଭୁବନେଶ୍ୱର ର ଶିଶୁପାଳ ଗ ଶ୍ରୀ ଗୋକନେଶ୍ୱର୍ ମନ୍ଦିର ରେ ସାହା ପକ୍ଷରୁ ଆୟେଜିତ୍ ପରିବେଶ ପାଇଁ ଏକ ଅନୁଚିନ୍ତା ବୈଠକ ରେ ଯୋଗ ଦେଲେ ଜାତୀୟ ଜଳ ବିଦ୍ୟୁତ୍ ନିଗମ ର ପୂର୍ବତନ ମୁଖ୍ୟ ପ୍ରଶାସନିକ ଅଧିକାରୀ ସମାଜସେବୀ। ଇ ସହଦେବ ଖ ଟୁ ଆ ଓ

ମାନସିକ ବିକୃତ ଙ୍କ ଭିତରେ ମାଧବ ଙ୍କୁ ଖୋଜୁଥିବା ମଣିଷ -ପ୍ରଫେସର ଡକ୍ଟର ନୀଳମାଧବ ରଥ

ଚିକିତ୍ସା ସେବାର ନିରଳସ ବ୍ୟକ୍ତିତ୍ଵ ଯାହାଙ୍କ ପାଇଁ ବୃତ୍ତି ହେଉଛି ପ୍ରବୃତ୍ତି ।ସେବା ହେଉଛି ଜୀବନ ର ଆଉ ଏକ ସାଧନା ପ୍ରଫେସର ଡାକ୍ତର ନୀଳମାଧବ ରଥ…ପାଗଳ ଙ୍କୁ ପାଗଳ ପରି ଭଲପାଉଥିବା ମଣିଷ ମାନଙ୍କ ଭିତରେ ସତେ ଯେମିତି ଆଉ ଜଣେ ମାଧବ ସେ…ମାନସିକ ବିକୃତ ଙ୍କ ଭିତରେ