Browsing Category

ବିଶେଷ ଖବର

ତାଡି ସରୁ ମିଶନ ପକ୍ଷରୁ ଶ୍ରୀ ଭାଗବତ ଅଭିଯାନ ପ୍ରତି ଟି ଓଡ଼ିଆ ର ଧମନୀ ରେ ଯେମିତି ମିଶିଯାଉଛି ଶ୍ରୀ ଜଗନ୍ନାଥ ଦାସ ଙ୍କ ରଚିତ ଓଡ଼ିଆ ଭାଗବତ। ତାର କାନ୍ତ କୋମଳ ସରଳ ପଦାବଳୀ ଭିତରେ ଲୁଚି ରହିଛି ସକାରାତ୍ମକ ଭାବେ ଏକ ସୁନ୍ଦର ଜୀବନ ଜିଇଁବାର୍ ସବୁ ସମାଧାନ । କୋଉ ଅନାଦି

ରକ୍ତ ଭଣ୍ଡାର ରେ ରକ୍ତ ର ତୀବ୍ର ସଂକଟ ବେଳେ ସ୍ୱେଛକୃତ ରକ୍ତ ଦାନ ଶିବିର ଓ ରକ୍ତ ଦାନ ସଚେତନତା ପାଇଁ ମାନସ ମନ୍ଥନ କଟକ ଭଏସ ଏଫ୍ କମନ୍ସ ୧୭/୦୩ ଗଛ ହିଁ ଜୀବନ,,,ବସୁଧା ପାଇଁ ବୃକ୍ଷ ଟିଏ ,,, ପ୍ରକୃତି ପାଇଁ ବୃକ୍ଷ ଟିଏ ଲୋକାର୍ପିତ କରିବା ପରେ ଆରମ୍ଭ

୧୫ ବର୍ଷ ର ପୁରୁଣା ଗାଡ଼ି କୁ ପେଟ୍ରୋଲ ପମ୍ପ ରୁ ମିଳିବନି ପେଟ୍ରୋଲ ପ୍ରଦୂଷଣ ପାଇଁ ସାରା ବିଶ୍ବ ରେ ଅପବାଦ ମୁଣ୍ଡେଇ ଥିବା ଦିଲ୍ଲୀ ସରକାର ଏବେ ପରିବେଶ ର ସୁରକ୍ଷା ପାଇଁ ଏକ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ନେଇ ଆଗାମୀ ଏପ୍ରିଲ ପହିଲା ରୁ ପନ୍ଦର ବର୍ଷ ପୁରୁଣା ଗାଡ଼ିକୁ ପେଟ୍ରୋଲ

ଭଏସ ଅଫ କମନ୍ସରାଜ୍ୟ ରେଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ୍ ଷ୍ଟକ ଇନ୍‌ସ୍ପେକ୍ଟର ପଦବୀ ନିଯୁକ୍ତି ପାଇଁ ଶାରିରୀକ ପରୀକ୍ଷା ଚାଲିଥିବା ସମୟରେ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡର ପ୍ରବୀଣ କୁମାର ପଣ୍ଡାଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଖବର ଶୁଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ

ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ସୋମନାଥ ଶତପଥୀ ଙ୍କ ଲିଖିତ ଚିଠି ଦୁର୍ଲ୍ଲଭ ନଥିପତ୍ର କୁ ନେଇ ପ୍ରଦର୍ଶନୀ ୦୨/୦୩ ଭୁବନେଶ୍ବର ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଙ୍ଗୁଡା ପଞ୍ଚାୟତ ର କୁସମ୍ବି ଗାଁ ରେ ଜନ୍ମ ହୋଇ ନିଜର ବ୍ୟକ୍ତିଗତ ସୁଖ ସ୍ୱାଛନ୍ଦ କୁ ପଛ କରି ଗାନ୍ଧୀ ଗୋପବନ୍ଧୁ

ଆଇ ନାହାନ୍ତି ଗୀତି କବି କୃଷକ ନେତା ତଥା ଶିକ୍ଷାବିତ୍ ନରେନ୍ଦ୍ର ପରିଡ଼ା । ତାଙ୍କ ପରଲୋକ ରେ ମାହାଙ୍ଗା ରେ ଶୋକ ର ଛାୟା ମାହାଙ୍ଗା ର ବର୍ଷୀୟାନ ଗୀତି କବି ଅବସର ପ୍ରାପ୍ତ ଶିକ୍ଷକ କୃଷକ ନେତା ତଥା ସରଳ ଦରଦୀ ମଣିଷ ଭାବେ ଜଣାଶୁଣା ନରେନ୍ଦ୍ର ପରିଡ଼ା ଙ୍କ ର ପରଲୋକ ହୋଇଯାଇଛି ।

ସ୍ବେଚ୍ଛାସେବୀ ଙ୍କ ଦ୍ଵାରା ସଫଳତା ର ସହ କଳାହାଣ୍ଡି ରାୟଗଡ଼ା ରେ ଶେଷ ହେଲା କମ୍ବଳ ଶୀତବସ୍ତ୍ର ନୁଆ ଶାଢ଼ୀ ବିତରଣ ଓ ଚିକିତ୍ସା ସେବା। ଲାଞ୍ଜଇଗଡ ରୁ ଭଏସ ଏଫ୍ କମନ୍ସ ନିଉଜ୍ ନିଜସ୍ବ ଉଦ୍ୟମ ରେ କଲ୍ୟାଣ ଟିମ୍ ଓ ସାହା ର ସ୍ବେଚ୍ଛାସେବୀ ଙ୍କ ଦ୍ଵାରା କଳାହାଣ୍ଡି ଓ ରାୟଗଡ଼ା

ଭଏସ ଅଫ କମନ୍ସ ନିଉଜ ଡେସ୍କ ରାଜଧାନୀ ରେ ଷଣ୍ଢ ଆକ୍ରମଣ ରାଜଧାନୀରେ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧା ହେମଲତା ଦାସ ଙ୍କ ର ପରଲୋକ ଘଟିଛି । ଷଣ୍ଢ ଆକ୍ରମଣରେ କିଛି ବ୍ୟକ୍ତି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ରାଜଧାନୀ ଉପକଣ୍ଠ ରୋକୋଟ ଗାଁରେ କିଛି ଦିନ ହେବ ଏକ ଷଣ୍ଢ ର ଆତଙ୍କ

ନନ୍ଦନକାନନ ଥାନା ରଘୁନାଥପୁର ରାସ୍ତାରେ ମୋ ବସ୍ ଧକ୍କାରେ ୧୨ ବର୍ଷୀୟ ନାବାଳିକାର ଝିଅଟି ମୃତ । ରାସ୍ତା ପାରି ହୋଇ ସାଇକେଲରେ ଯାଉଥିବା ବେଳେ ମୋ ବସ୍ ଏହି ଦୁର୍ଘଟଣା ଘଟାଇଛି। ସ୍ଥାନୀୟ ଜନ ସାଧାରଣ ଓ ସମବେତ ଶୋକାକୁଳ ଲୋକ ଙ୍କ ଦ୍ଵାରା ରାସ୍ତା ସମ୍ପୂର୍ଣ ବନ୍ଦ୍ କରାଯାଇଛି । ସ୍ଥାନୀୟ

ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଡକ୍ଟର ଅକ୍ଷୟ ବନ୍ଧୁ ପଟ୍ଟନାୟକଙ୍କ ବିୟୋଗ କଟକ ତା ୦୨.୦୨.୨୦୨୫ : ଓଡ଼ିଶାର ପ୍ରଥମ ଓଡ଼ିଆ ଭାବେ ସିଭିଲ ଇଞ୍ଜିନିୟରିଂରେ ପି.ଏଚ.ଡି ଡିଗ୍ରୀ ହାସଲ କରିଥିବା ସ୍ବର୍ଗତ ଡକ୍ଟର ଅକ୍ଷୟ ବନ୍ଧୁ ପଟ୍ଟନାୟକ ଗତ ୩୧.୦୧.୨୦୨୫ ଦିନ ତାଙ୍କ ଭୁବନେଶ୍ୱର ବାସଭବନରେ