Browsing Category

ବିଶେଷ ଖବର

ସ୍ଵେଚ୍ଛାସେବୀ ଙ୍କ ଦ୍ଵାରା ବ୍ୟାପକ କରାଗଲା ତାଳ ଗଛ ରୋପଣ ଓ ସଚେତନତା ଅଭିଯାନ ଜଗତପୁର ପଟ୍ଟାମୁଣ୍ଡାଇ କେନାଲ ର କୁଆଁପାଲ ଠାରୁ କେନାଲ କଡ ରେ ରୋପଣ କରାଗଲା ତିନି ହଜାର ରୁ ଅଧିକ ଚାରା ସେବା ସଂଗଠନ ସାହା ର ସଂଯୋଜନା ତଥା ପରିବେଶ ଲୋକ ସ୍ବାର୍ଥ ସୁରକ୍ଷା ଅଭିଯାନ ବନ୍ଧୁ ଓ

ଖାକି ର ଖୋଲୁ ଆଖି ଭରତପୁର ରେ ମହାଭାରତl ଦେଖିଲା ପରେ ତମାମ ଦେଶ ରେ ଖାକି ର ମାଟିଆ କପଡା ଉପରେ ଲାଗିଥିବା ଦାଗ କୁ ନେଇ ସାରା ଦେଶ ରେ ବିତର୍କ ଚାଲିଛି । ତେବେ ଆଉ କିଛି ଦିନ ପରେ ସତ ସିନା ପଦାକୁ ଆସିବ ହେଲେ ପୁଲିସ ବିଭାଗ କୁ ଆତ୍ମ ସମୀକ୍ଷା କରିବାର ସମୟ ଆସିଯାଇଛି ବୋଲି ସମସ୍ତ

ଜିଲ୍ଲା ଅସୀ ଚଳନା ପ୍ରତିଯୋଗିତା ରେ ତୃତୀୟ ସ୍ଥାନ ଅଧିକାର କଲେ ଆଲୋକ ଭଗବତୀ ବିଦ୍ୟାପୀଠ ଶୁକ୍ଲେଶ୍ୱର ର ଛାତ୍ର ଙ୍କ ଅସୀଚାଳନା ରେ ସଫଳତା ଜିଲ୍ଲା ଅସୀ ଚାଳନା ପ୍ରତିଯୋଗିତା ୨୦୨୪- ୨୫ ପୁରୁଷ ସବ୍ ଜୁନିଅର ବିଭାଗ ରେ ମାହାଙ୍ଗା ବ୍ଲକ୍ ଭଉଁରିଆ ପଞ୍ଚାୟତରାମକାପୂର୍

ଚଳନ୍ତା ଟ୍ରେନ ରେ ନାବାଳିକା ଙ୍କୁ ଅସଦାଚରଣ ଅଭିଯୋଗ ରେ କର୍ମଚାରୀ ଙ୍କୁ ପିଟି ପିଟି ମାରି ଦେଲେ ଯାତ୍ରୀ ବିହାରର ବରୌନୀରୁ ନୂଆଦିଲ୍ଲୀ ଯାଉଥିବା ୦୨୫୬୩ ହମସଫର ଏକ୍ସପ୍ରେସରେ ଜଣେ ରେଳ କର୍ମଚାରୀ ଙ୍କୁ ଟ୍ରେନ ରେ ଯାତ୍ରା କରୁଥିବା ଯାତ୍ରୀ ମବେ ପିଟି ପିଟି ହତ୍ୟା କରିବାର ଏକ

ରାଜ୍ୟ ରେ ଜାରି ରହିଛି ଲଘୁ ଚାପ୍ ଜନିତ ବର୍ଷା । ଆଜି ଦିନ ସୁଦ୍ଧା ଗଭୀର ଅବପାତ ଉପକୂଳ ଅତିକ୍ରମ କରିବାର ରହିଛି ସମ୍ଭାବନା ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ,ନେଲା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ମଧ୍ୟାହ୍ନରେ ପୁରୀ ଉପକୂଳ ଅତିକ୍ରମ କରିବା ର

ଭଏସ ଅଫ କମନ୍ସ# ଭିଜିଲାନ୍ସ ହାତରେ ଆଇ ଏ ଏସ ଅଧିକାରି ଧର୍ମଗଡ ର ଉପଜିଲ୍ଲାପାଳ #

ଦୁର୍ନୀତି ବି ଦେଶଦ୍ରୋହ ଏବେ ରାଜ୍ୟ ରେ ଭିଜିଲାନ୍ସ ବିଭାଗ ହାତରେ ଧରପଡ଼ିଲେଣି ଆଇ ଏ ଏସ ଅଧିକାରୀ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ହେଲାଣି ଅଧିକ କ୍ରିୟାଶୀଳ ଆଉ ତତ୍ପର । ଛୋଟ ମାଛ ଧରି ବାହାଦୂରୀ ଦେଖାଉଥିବା ଏହି ବିଭାଗ କୁ ଅତୀତ ରେ ଜନ ସାଧାରଣ ରେ ସମାଲୋଚନା

ସଚିବ ଙ୍କ ଗାଁ ବୁଲା ସାଧାରଣ ଜନତା ଙ୍କ ନିକଟରେ ସ୍ୱଚ୍ଛ ଓ ସଫଳ ପ୍ରଶାସନ ପହଞ୍ଚାଇବା ପାଇଁ ରାଜ୍ୟ ଅମଲା ତନ୍ତ୍ର ର ବିଭାଗୀୟ ବଡ ବଡ ବାବୁ ମାନେ ଏବେ ଗସ୍ତ କରିବେ ବିଭିନ୍ନ ଜିଲ୍ଲା । ଗାଁ ଗାଁ ରେ ହେଉଥିବା କିଛି କିଛି କାର୍ଯ୍ୟକ୍ରମ ସ୍ଥଳ ରେ ପହଂଚି କରିବେ କାର୍ଯ୍ୟକ୍ରମ ର ସମୀକ୍ଷା

ଝୋଟ ବ୍ୟାଗ୍ ବାଣ୍ଟି ପୂର୍ବ ସରକାର ଖର୍ଚ୍ଚ କରିଥିଲେ ୨୪୭ କୋଟି ୩୬ ଲକ୍ଷ ଅତୀତ ହୋଇ ଯାଇଥିବା ୨୪ ବର୍ଷ ର ନବୀନ ସରକାର ନିର୍ବାଚନ ର କିଛି ମାସ ପୂର୍ବରୁଝୋଟ ବ୍ୟାଗ୍‌ ବଣ୍ଟନ କରିଥିଲା ବେଳେ ଏଥି ଲାଗି କରିଥିବା ଖର୍ଚ୍ଚ ର ତଥ୍ଯ ଗୃହରେ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର

** ତାଳଦଣ୍ଡା କେନାଲ :ଜନ୍ମ, ଯୌବନ ଓ ଆସନ୍ନ ମୃତ୍ୟୁ ର ଆଶଙ୍କା ସୁଧାଂଶୁ ମୋହନ ରାଉତ୍**ଦେଢ଼ ଶହ ବର୍ଷ ତଳେ ନ ଅଙ୍କ ଦୂର୍ଭିକ୍ଷ ଯୋଗୁଁ ଓଡ଼ିଶାର ତିନି ଭାଗରୁ ଭାଗେ ଅର୍ଥାତ ଦଶ ଲକ୍ଷ ଲୋକ ଭୋକରେ ମରିଗଲେ l ହାତପାତି ଛତର ନଖାଇ ମୃତ୍ୟୁକୁ ଆଦରି ନେଲେ କେତେ ଓଡ଼ିଆ l ଇଂରେଜମାନେ