Browsing Category

ପାଣିପାଗ

ବଢୁଛି ତାପମାତ୍ରା କଟୁଛି ଗଛ ଏବେ ଦେଶ ର ବିଭିନ୍ନ ସ୍ଥାନ ରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ଦିନ କୁ ଦିନ ବଢି ବଢି ତାପମାତ୍ରା ଦିଲ୍ଲୀ ରେ ପଚାଶ ଡିଗ୍ରୀ କୁ ଟପିଚ୍ଛି ।ରାଜ୍ୟ ରେ ମଧ୍ୟ ଉପକୂଳ ଅଞ୍ଚଳ ଗୁଲୁ ଗୁଳି ରେ ସୀଝୁ ଥିଲା ବେଳେ ପଶ୍ଚିମ ଅଞ୍ଚଳ ରେ ପ୍ରବଲ ଅଂଶୁଘାତ ।

ପାଣିପାଗ ଖବର ଭାରତୀୟ ଉପମହାଦେଶ ର କିଛି ଭାଗ ଅସହ୍ୟ ଗ୍ରୀଷ୍ମ ରେ ସିଯୁ ଥିଲା ବେଳେ କିଛି ଅଂଶ ରେ ପ୍ରବକ ବୃଷ୍ଟିପାତ ର ସମ୍ଭାବନା ରହିଛି।ଦିଲ୍ଲୀ ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିହାରରେ ଗ୍ରୀଷ୍ମପ୍ରବାହ ଅତି କମ୍ ରେ ୪ ଦିନ ଯାଏ ଅନୁଭୂତ

ଭୁବନେଶ୍ୱର ପାଲଟିଲା ଏସିଆର ଷଷ୍ଠ ଉତ୍ତପ୍ତ ସହର ନିଉଜ ଡେସ୍କ ୦୫/୦୪ ରାଜଧାନୀ ରେ ଆଜି ଦିନର ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରେ ପହଞ୍ଚିଥିଲା ବେଳେ ଏହା ଏସିଆ ମହାଦେଶ ର ସବୁଠାରୁ ଦଶ ଟି ଉତ୍ତପ୍ତ ସହର ତାଲିକା ରେ ରହିବାର ଅପବାଦ ମୁଣ୍ଡେଇ ବାକୁ ପଡ଼ିବା ସହ ଅବିଚାରିତ ଭାବେ ଗଛ