BREAKING NEWS ? ? ? ?

???? ??????? ?????? ????? ?????? ???????? ??????? ??? ????? ?????? ???? ???? ?????? ???? ?????? ???????? ? ??????? ??????? ???? ??????? ?? ???? ??????? ???? ???? ????? ??????????? ?????? ????? …??????? ???? ? ????? ?? ?? ???? ????

ରବିବାର ବି ଭୋକ ହୁଏ# ବଡ ଡାକ୍ତରଖାନା ଶିଶୁ ଭବନ ଓ ଅନ୍ୟ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ର କୁ ରବିବାର ଦିନ…

ମାହାଙ୍ଗାଶୀତ ତାପ ନିୟନ୍ତ୍ରିତ ପ୍ରକୋଷ୍ଠ ରେ ବସି ଯେଉଁ ମାନେ ଯୋଜନ ଯୋଜନ ର ଯୋଜନା ର ଲମ୍ବା ତାଲିକା କରନ୍ତି ସେମାନଙ୍କ ପାଇଁ ରବିବାର ହେଉଛି ଭବ୍ୟ ଭୋଜନ ବିଶ୍ରାମ ଉପଭୋଗ ର ଦିନ ।ହେଲେ ଯେଉଁ ଗରିବ ଆର୍ଥିକ ଦୂରବସ୍ଥା ଶିକାର ହୋଇଥିବା ଖଟିଖିଆ ମୂଲିଆ ମାନେ ଡାକ୍ତଖାନା

ଛବିରେ ଖବର

ମାହାଙ୍ଗା ମଣିଯୋରିରେ ଆନନ୍ଦ ମାର୍ଗ ସଂଗଠନ ବିଧିରେ ମୃତ୍ୟୁ ର ଏକାଦଶ ଦିନରେ ଶ୍ରାଦ୍ଧୋତ୍ସବରେ ଯୋଗ ଦେଲେ ମର୍ଗୀ ବିଶ୍ଵାସର କୁ ଅନୁକରଣ କରୁଥିବା ବହୁ ସନ୍ନ୍ୟାସୀ ଓ ବ୍ୟକ୍ତି ବିଶେଷ ।ନିଆରା ଭାବେ ଦେଲେ ଶ୍ରଦ୍ଧାଞ୍ଜଳି ।

ଗରିବ ରୋଗୀଙ୍କ ପାଇଁ ମୁଲ ଲାଗି ଅର୍ଥ ସାହାଯ୍ୟ କରୁଛନ୍ତି ବରିଷ୍ଠ ନାଗରିକ…

ଛବିରେ ଖବର ଛବି ସୌଜନୀ + ଧର୍ମେନ୍ଦ୍ର ସାଲେପୁର ମୀର୍ଜପୂର୍ ଜଣେ ଗରିବ ବୃକକ ରୋଗୀ ଙ୍କୁ ଆଖ ପାଖ ଗାଁ ର ବହୁ ଚାଷୀ ମୂଲିଆ ଯୁବକ ଏକାଠି ହୋଇ ମୁଲ ଲାଗି କରୁଛନ୍ତି ସାହାଯ୍ୟ । ଯୁବକ ମାନେ ଘର ଘର ବୁଲି ମାଗି ମଧ୍ୟ ସହଯୋଗ ର ହାତ ବଢ଼େଇଥିଲେ ।