ଚାଷୀ ଙ୍କୁ ମିଳିବ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ର ଅର୍ଥ ରାଶି

ନିଉଜ୍ ଡେସ୍କ

କିଶାନ ସମ୍ମାନ ନିଧି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଅଧୀନରେ ୨୦୦୦ ଟଙ୍କା ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଆସୁଥିଲା ବେଳେ ୨୧ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବାକୁ ଘୋଷଣା ସେ କରିଛନ୍ତି। ଗତ ୫ବର୍ଷ ମଧ୍ୟରେ କିସାନ ସମ୍ମାନ ନିଧି ଅଧୀନରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳିଛି। ଏହି ଯୋଜନା ମାଧ୍ୟମରେ ୨.୮୧ ଲକ୍ଷ କୋଟି ଟଙ୍କା ଚାଷୀ ଙ୍କ ଆର୍ଥିକ ଉତ୍ ଥାନ ପାଇଁ ଦିଆଯାଇଛି । ପ୍ରାୟ ୯ କୋଟି ଚାଷୀଙ୍କୁ ପିଏମ କିସାନ ଯୋଜନାର ୧୬ ତମ କିସ୍ତିର ଲାଭ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.

eight + ten =