Daily Archives

September 26, 2024

ଖାକି ର ଖୋଲୁ ଆଖି କେବେ ଉତ୍ତରଦାୟୀ ହେଉ ଆରକ୍ଷୀ ? ବନ୍ଦ ହେଉ ଥାନା ଭିତରେ ନିର୍ଯ୍ୟାତନା । ସାଧାରଣ ଜନତା ପ୍ରତି ବ୍ୟବହାର ରେ ହେଉ ପରିବର୍ତ୍ତନ । ବୃତ୍ତିଗତ ଦକ୍ଷତା ର ହେଉ ବିକାଶ । ଦଣ୍ଡ ହାର ରେ ହେଇ ଅଭିବୃଦ୍ଧି । ପୋଲିସ ବିରୁଦ୍ଧରେ ସାଧାରଣ ଜନତା ର ଅଭିଯୋଗ ଶୁଣିବା ପାଇଁ